Browsing Tag

woman death case

କିରାସିନି ନିଆଁରେ ସମ୍ପୂର୍ଣ୍ଣ ପୋଡି ହୋଇ ଆଖି ବୁଜିଲେ ନବବଧୂ, ୬ମାସ ତଳେ ହୋଇଥିଲା ବିବାହ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ଥାନା ଅଧିନସ୍ଥ ଜାଜପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ୬ମାସ ତଳେ ବିବାହ କରିଥିବା ମୀନା ବେହେରା ସମ୍ପୂର୍ଣ୍ଣ ଜଳି ଯିବାରୁ ମୃତ୍ୟୁବରଣ କରିଛନ୍ତି। ଘରେ କେହି ନଥିବା ବେଳେ ରୋଷେଇ ଘରେ କିରୋସିନ ଢାଳି…