Browsing Tag

woman death

ବାଲେଶ୍ୱର : କେମିତି ମୃତ୍ୟୁ ହେଲା ଇତିଶ୍ରୀଙ୍କର, ହତ୍ୟା ନା ଆତ୍ମହତ୍ୟା ?

ବାଲେଶ୍ଵର (କେନ୍ୟୁଜ୍‌) : ବଧୂ ହତ୍ୟା ଅଭିଯୋଗ। ବାଲେଶ୍ଵର ସହଦେବଖୁଣ୍ଟା ଥାନା କୁଅଁ ଛକ ନିକଟରେ ଥିବା ଶାଶୁ ଘର ଲୋକ ବଧୂ ଇତିଶ୍ରୀ ପଣ୍ଡାଙ୍କୁ ପିଟି ପିଟି ହତ୍ୟା କରିଥିବା ପରେ ରଶିରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ…

ଯୌତୁକ ପାଇଁ ବଧୂହତ୍ୟା : ଥାନାରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ପରିବାର

ଚାନ୍ଦବାଲି (କେନ୍ୟୁଜ): ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭାଟପଡା ପଂଚାୟତ ଭଉଁରୀ ଗାଁରେ ଯୌତୁକକୁ ନେଇ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ନା ରୁକ୍ମଣୀ ନାୟକ ବୋଲି ଜଣାପଡିଛି। ଅଭିଯୋଗ ମୁତାବକ ମାଧପୁର ପଂଚାୟତ ବଡସିଂହପୁର ଗ୍ରାମର ନାରାୟଣ…

ଚିକିତ୍ସା ଅଭାବ ଯୋଗୁଁ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା

ଜୟପୁର (କେନ୍ୟୁଜ): ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ । ଏହାକୁ ନେଇ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଉତ୍ତେଜନା । ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି ଥାନାର ଦ୍ୱାରସ୍ତ ହୋଇଛନ୍ତି । ଜଲାପୁଟରୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଜୟପୁର…

ଟ୍ରକ୍ ଟର୍ମିନାଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ (କେନ୍ୟୁଜ): କଟକ ଜଗତପୁର ଟ୍ରକ୍ ଟର୍ମିନାଲ ନିକଟରେ ମିଳିଲା ମହିଳାଙ୍କ ମୃତଦେହ। ମହିଳାଙ୍କ ବୟସ ୫୦ରୁ ଅଧିକ ହେବ ବୋଲି ଜଣାପଡିଛି । ମୃତ ମହିଳା ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତଣ୍ଟି ଚିପା ଯାଇ ଥିବା ଜଣାପଡିଛି। ଘଟଣା ସ୍ଥଳରେ…

ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୋର (କେନ୍ୟୁଜ): ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ସଦର ଏସ୍ଡ଼ିପିଓ ଓ ଆଇଆଇସିଙ୍କର ଛାନଭିନ ଚାଲିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ପଞ୍ଚାୟତ ପାଟଣା ଗ୍ରାମରେ…

ଏମିତି ବି ଆସେ ମୃତ୍ୟୁ ! ବାରଣ୍ଡାରେ ଝୁଣ୍ଟି ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିବାର ଅଭିଯୋଗ ପରେ ଥାନାରେ…

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଦମୟନ୍ତୀ କୁମାରୀ ମିଶ୍ର (୫୫) ଙ୍କ ଅକାଳ ବିୟୋଗ ଘଟିଛି। ନିଜ ବାସ ଭବନର ବାରିପଟ ବାରଣ୍ଡାରେ ଝୁଣ୍ଟି ପଡି ତଳେ ପଡିଯିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ…

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍: ମହିଳା ମୃତ, ଜଳିଗଲା ଘର

ଯାଜପୁର ରୋଡ ( କେନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ହାତୀବାରି ଗ୍ରାମରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହାତୀବାରୀ ଗ୍ରାମର ଅମ୍ବୁଜ ମହାନ୍ତିଙ୍କ ସ୍ତ୍ରୀ ସେବତୀ ବୋଲି ଜଣାପଡିଛି । ସେବତୀ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ସମୟରେ କୌଣସି…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଫେରାର୍: ପରିବାର ଲୋକେ ଆଣିଲେ ହତ୍ଯା ଅଭିଯୋଗ

ବାସୁଦେବପୁର(କେନ୍ୟୁଜ୍): ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବଂଶୀପାଟଣା ଗ୍ରାମରେ ଘଟିଛି ଏହି ଘଟଣା। ଗ୍ରାମର ଜଣେ ୩୮ବର୍ଷୀୟା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ କିସ୍ମତ କୃଷ୍ଣପୁର ଗ୍ରାମର ସଞ୍ଜୀବ ରାଉତଙ୍କ ସ୍ତ୍ରୀ ତପସ୍ୱିନୀ…

୬ ଦିନର ସଂଗ୍ରାମ ପରେ ଜୀବନ ହାରିଲେ ମହିଳା, ଗୁରୁତର ଅବସ୍ଥାରେ ଭଡ଼ା ଘରୁ ହୋଇଥିଲେ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ୬ ଦିନ ଧରି ସଂଗ୍ରାମ ପରେ ଜୀବନ ହାରିଲେ ମହିଳା । ମଞ୍ଚେଶ୍ୱର କପିଳେଶ୍ୱର ବିହାରରେ ପ୍ରଗତି ପ୍ରଜ୍ଞା ନାମକ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ସତ୍ୟରଞ୍ଜନଙ୍କୁ ଗିରଫ କରିଛି…

କୋଭିଡ୍ ଟୀକା ନେବା ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ହରିଶଙ୍କର ପୃଷ୍ଟିଙ୍କ ପତ୍ନୀ ଯେ, ଲକ୍ଷ୍ମୀ ଆଚାରୀ । ଗତକାଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ମୋହନାରେ ପ୍ରଥମ ଡୋଜ କୋଭିଡ ଟୀକା ନେଇଥିଲେ । ଏହା ପରେ ତାଙ୍କ…

ନବବଧୂର ସନ୍ଦେହ ଜନକ ମୃତ୍ଯୁ, ଥାନାରେ ଯାଆ ଅଟକ

ପିପିଲି(କେନ୍ଯୁଜ୍): ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗୋବିନଦପୁର ଗ୍ରାମ ପଂଚାୟତର ବାଙ୍କଚୁଡା ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ହେଉଛନ୍ତି ଗୀତାଳୀ ବାରିକ । ତେବେ ଏହାକୁ ନେଇ ବାପଘର ପକ୍ଷରୁ ଗୀତାଳୀଙ୍କର ମୃତ୍ଯୁର ରହସ୍ଯ…

ଟଙ୍କା ପାଇଁ ଭୁଲିଗଲେ ସମ୍ପର୍କ: ମହିଳାଙ୍କୁ ବାଡେଇ ବାଡେଇ ମାରିଦେଲେ ସ୍ୱାମୀ ଏବଂ ପୁଅ

ଉଦଳା: ନୃଶଂସ ସାଜିଲେ ସ୍ୱାମୀ ଏବଂ ପୁଅ । ସାମାନ୍ଯ ପାରିବାରିକ କଳହକୁ କେନ୍ଦ୍ର କରି ଅତି ନିର୍ଦ୍ଦୟ ଭାବେ ମହିଳାଙ୍କୁ ବାଡେଇ ବାଡେଇ କରିଲେ ହତ୍ଯା । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ । ପାରିବାରିକ କଳହ ନେଲା ଉଗ୍ର ରୂପ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ଯରେ ଟଙ୍କା…