woman delivers

ଭଦ୍ରକ ରେଳ ଷ୍ଟେସନରେ ଏକାସାଙ୍ଗରେ ୩ଟି ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା, ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସବୁ ଶିଶୁ

ଭଦ୍ରକ: ଏକାସାଙ୍ଗରେ ୩ଟି ସନ୍ତାନ। ଭଦ୍ରକ ରେଳ ଷ୍ଟେସନରେ ଜଣେ ମହିଳା ଏକାସାଙ୍ଗରେ ୩ଟି ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ମହିଳା ଜଣକ ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସରେ ଯାଉଥିବା…

5 years ago