Browsing Tag

woman floated

ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ

କୋରାପୁଟ (କେନ୍ୟୁଜ): ମାଙ୍କଡଜୋଡି ନଦୀରେ ବନ୍ୟା ପାଣିରେ ଭାସି ଜଣେ ମହିଳାଙ୍କର ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ଘଟିଛି ଘଟଣା । ନଦୀ ପାର ହେବା ସମୟରେ ନଦୀରେ ବୁଡ଼ି ୬୫ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ।  ଏହିପରି ଏକ ଅଭାବନୀୟ ଘଟଣା ବୈପାରୀଗୁଡା ଥାନା , ମାଠପଡା ପଂଚାୟତର ଗଞ୍ଜିଆଗୁଡା ଠାରେ…