ସମ୍ବଲପୁର: ଅଢ଼େଇ ବର୍ଷର ଝିଅକୁ ଧରି ମହାନଦୀର ବଢ଼ି ପାଣିକୁ ଡେଇଁ ଆତ୍ମହତ୍ୟା କଲା ମା’! ବ୍ରିଜ ଉପରୁ ସ୍କୁଟି,…
ସମ୍ବଲପୁର: ସମ୍ବଲପୁରରେ ଚାଉଁରପୁରଠାରେ ମହାନଦୀର ବଢ଼ି ପାଣିରେ ଡେଇଁ ମାଆ ଓ ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ । ମହାନଦୀର ଦ୍ୱିତୀୟ ବ୍ରିଜ୍ ଉପରୁ ଗୋଟିଏ ସ୍କୁଟି, ମୋବାଇଲ୍ ଓ ଚପଲ ଜବତ କରିଛି ଟାଉନ୍ ଥାନା ପୋଲିସ । ଗତକାଲି ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା…