Browsing Tag

woman laugh hard

ହସୁ ହସୁ ଫସିଗଲେ, ଖୋଲା ରହିଗଲା ମହିଳାଙ୍କ ପାଟି

ଶରୀର ପାଇଁ ହସ ଏକ ଔଷଧ ଭଳି କାର୍ଯ୍ୟ କରିଥାଏ। ମନଖୋଲି ହସିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ ବୋଲି ଡାକ୍ତରମାନେ ମତ ଦିଅନ୍ତି। ଏଣୁ ପ୍ରାୟତଃ ସକାଳେ ପାର୍କରେ ଲୋକମାନେ ବଡ଼ ପାଟିରେ ହୋ ହୋ ହୋଇ ହସୁଥିବା ଦେଖିବାକୁ ମିଳେ। କିନ୍ତୁ ହସିବା ବେଳେ ଯଦି ପାଟି ଖୋଲା ରହିଯାଏ ଆଉ ବନ୍ଦ ହୁଏନି!…