କଟକରେ ଚାଞ୍ଚଲ୍ୟ: ମହିଳାଙ୍କୁ ବୀଭତ୍ସ ହତ୍ୟା ପରେ ଫିଙ୍ଗିଦେଲେ
କଟକ : କଟକରେ ବଡ଼ ଚାଞ୍ଚଲ୍ୟ । ମହିଳାଙ୍କୁ ମାରି ଫିଙ୍ଗିଦେଲେ । ପରମହଂସ କୋଚିଲାଇ ନିକଟ କାଠଯୋଡି ନଦୀ ପଠାରେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯଇଛି । ମୃତ ମହିଳାଙ୍କ ମୁଁହ ଓ ବେକରେ ଗଭୀର କ୍ଷତ ଲାଗିଛି। ଘଟଣାସ୍ଥଳରେ ଛୋଟ ପିଲାର ଏକ ପୋଷାକ , ମାସ୍କ , ଗ୍ଲୋବସ ଓ ନଦୀ ଭିତରେ ଜଣେ…