Browsing Tag

woman parade

ଶ୍ବଶୁରକୁ ଗିରଫ କରିପାରିଲେନି ବୋଲି ବୋହୂକୁ ଜିପ୍ ଉପରେ ବାନ୍ଧି ବୁଲାଇଲା ପୋଲିସ୍

ପଞ୍ଜାବ : ଶ୍ବଶୁରକୁ ଗିରଫ କରିପାରିଲେନି ବୋଲି ବୋହୂକୁ ଜିପ୍ ଉପରେ ବାନ୍ଧି ବୁଲାଇଲା ପୋଲିସ୍ । ଖାକିର ଏହି ବର୍ବର ଚେହେରା ଆସିଛି ପଞ୍ଜାବର ଅମୃତସର ଜିଲ୍ଲାରୁ । ଘଟଣାରେ ମହିଳା ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ସୂଚନାଯୋଗ୍ୟ, ପୀଡିତାଙ୍କ ଘର ହେଉଛି ଅମୃତସରର…