Browsing Tag

woman protest

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଶାଶୁ ଘର ଆଗରେ ଧାରଣାରେ ପତ୍ନୀ

ମହାକାଳପଡା (କେନ୍ଯୁଜ୍): ଶାଶୁ ଘର ଆଗରେ ଧାରଣା । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଧାରଣାରେ ବସିଲେ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ କୋଚିଳା ଗାଁର ଅଭାବନୀୟ ଘଟଣା । ମହିଳା ଜଣକ ହେଲେ ସ୍ଥାନୀୟ ବରକନ୍ଧା ଗାଁର ସୂଦର୍ଶନ ବେହେରାଙ୍କ ଝିଅ ରଶ୍ମିତା । ୮ବର୍ଷ…

ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ରାସ୍ତାକୁ ଓହ୍ଲାଇ କଲେ ବିରୋଧ

ଯାଜପୁର: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା। ଯାଜପୁର ଜିଲ୍ଲା ଜାରକାଠାରେ ସରକାରୀ ଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ମହିଳା ତୀବ୍ର ବିରୋଧ କରିଛନ୍ତି। ଦୁବଗାଡିଆ ମୈାଜାରେ ସରକାରଙ୍କ ପକ୍ଷରୁ ଏକ ଦେଶୀ ମଦ ଦୋକାନ ଖୋଲାଯିବା ନେଇ ପ୍ରସ୍ତାବ ରହିଛି । ଏଥିପାଇଁ ସ୍ଥାନ ନିରୂପଣ…

ଢେଙ୍କାନାଳ ଗଁଦିଆ ବ୍ଲକ ବଜାର ଛକରେ ନୂଆ ମଦ ଦୋକାନକୁ ବିରୋଧ, ରାସ୍ତାରେ ବସି ମହିଳାଙ୍କ ପ୍ରତିବାଦ

ଢେଙ୍କାନାଳ: ରାସ୍ତାରେ ବସିଲେ ମହିଳା । ଢେଙ୍କାନାଳ ଗଁଦିଆ ବ୍ଲକ ବଜାରର ଛକରେ ନୂଆ ମଦ ଦୋକାନକୁ ଖୋଲିବାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ସ୍ୱୟଂ ସହାଇକା ଗୋଷ୍ଠୀ ପକ୍ଷରୁ ରାସ୍ତା ଅବରାଧ କରି ବିରୋଧ ପ୍ରଦର୍ଶନ । ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ବଜାର ମଧ୍ୟରେ ସ୍କୁଲ, କଲେଜ,…

ପାଣି ପାଇଁ ରାସ୍ତା ଅବରୋଧ: ରାସ୍ତା ଉପରେ ବାଲ୍‌ଟି, ଗରା ଧରି ମହିଳାଙ୍କ ପ୍ରତିବାଦ

ଟିଟିଲାଗଡ଼: ପାଣି ପାଇଁ ରାସ୍ତା ଅବରୋଧ। ଗୋଟିଏ ପଟେ ତାତି ଅନ୍ୟପଟେ ଜଳକଷ୍ଟ। ରାସ୍ତା ଉପରେ ବାଲ୍‌ଟି, ଗରା ଧରି ଛିଡା ହୋଇଛନ୍ତି ମହିଳା। ଗତ ୧୫ ଦିନ ଧରି ଟିଟିଲାଗଡ଼ ପୌରପରିଷଦ ୧୧ନମ୍ବର ସିରଭଟ୍ଟା ପଡାକୁ ପାଣି ଯୋଗାଇ ଦିଆଯାଇନାହିଁ। ଫଳରେ ପାଣି ଟୋପାଏ ପାଇଁ ମହିଳାମାନେ ରାସ୍ତାକୁ…

ଟାଙ୍ଗୀ: ବାଣପୁର ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଲେ ୭୬ଟି ଏସ୍‌.ଏଚ୍‌.ଜି ଗ୍ରୁପର ଶତାଧିକ ମହିଳା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌.ଏଚ୍‌.ଜି ଗ୍ରୁପର ଶତାଧିକ ମହିଳା ସଦସ୍ୟା  ବାଣପୁର ବ୍ଲକ ଆଗରେ ଧାରଣାରେ ବସିଛନ୍ତି। ପଂଚାୟତର ମହିଳା ମହାସଂଘର ଏମ୍‌.ବି.କେ, ସି.ଆର.ପି, ମହାସଂଘ ସଭାପତି, ସମ୍ପାଦିକା ମିଳିତ ପ୍ରିୟାପ୍ରୀତିରେ…