Browsing Tag

woman rescued

ଚଳନ୍ତା ଟ୍ରେନ୍‌ରେ ଚଢୁଥିବାବେଳେ ଖସି ପଡ଼ି ଅଳ୍ପକେ ବର୍ତ୍ତିଯାଇଥିବା ଅଧ୍ୟାପିକାଙ୍କର ସରିଲା ନିର୍ବନ୍ଧ, ଆର୍‌ପିଏଫ୍…

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରେ ଚଢୁଥିବାବେଳେ ଖସି ପଡ଼ି ଅଳ୍ପକେ ବର୍ତ୍ତିଯାଇଥିଲେ ଅଧ୍ୟାପିକା ନିବେଦିତା ସାହୁ । ଯାହାଙ୍କର ନିଜ ଗାଁ ଢେଙ୍କାନାଳର ମେରାମଣ୍ଡଳୀରେ ଗତକାଲି ନିବନ୍ଧ ହୋଇଛି । ମାର୍ଚ୍ଚ ୧୧ ତାରିଖରେ ପାରାଦୀପରେ ତାଙ୍କ ବିବାହ ହେବ ।…

ଯାଜପୁର କଲେଜ ଛକ ନିକଟ ରାସ୍ତା କଡ଼ରୁ ମୁମୁର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର

ଯାଜପୁର ରୋଡ୍‌(କେନ୍ୟୁଜ୍): ଯାଜପୁର ରୋଡ୍‌ ଥାନା କଲେଜ ଛକ ନିକଟରେ ରାସ୍ତା କଡ଼ରୁ ମୁମୁର୍ଷୁ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର । ଯୁବତୀଙ୍କୁ ଉଦ୍ଧାର କରି ଦାନଗଦୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଯାଜପୁର ରୋଡ୍‌ କୋର୍ଟରେ କନିଷ୍ଠ କିରାଣୀ ଭାବେ କାମ କରନ୍ତି ବୋଲି ଜଣାପଡ଼ିଛି ।

ସ୍ତ୍ରୀକୁ ଗୋଟିଏ ଘରେ ବନ୍ଦ କରି ଭୋକ ଉପାସରେ ରଖିଥିଲା ସ୍ୱାମୀ, ଖବର ପାଇ ମହିଳାଙ୍କୁ ଉଦ୍ଧାର କଲେ ସମାଜ ସେବୀ ଓ…

ତାଳଚେର: ରାକ୍ଷସ ସ୍ୱାମୀର ହୀନ ପ୍ରବୃତ୍ତି । ସ୍ତ୍ରୀକୁ ଗୋଟିଏ ଘରେ ବନ୍ଦ କରି ତାଲା ପକାଇ ଭୋକ ଉପାସରେ ରଖିଲା ସ୍ୱାମୀ । ଦୀର୍ଘ ତିନି ଦିନ ଧରି ସ୍ତ୍ରୀକୁ ବନ୍ଦ କରି ରଖିବା ପରେ ଖବର ପାଇ ମହିଳାଙ୍କୁ ଉଦ୍ଧାର କଲେ ସମାଜ ସେବୀ ଓ ବିଭିନ୍ନ ସଂଘ କର୍ମକର୍ତ୍ତା। ଭାଉଜ ସହ ଅନୈତିକ ସଂପର୍କ…

ବାଲେଶ୍ୱର: ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର, ରାସ୍ତା ଉପରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ବାଲେଶ୍ୱର: ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର। ରାସ୍ତା ଉପରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଅଭିଯୋଗ ଅନୁଯାୟୀ ନିଶା ଖୁଆଇ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ରାସ୍ତା ଉପରେ ଛାଡି ଫେରାର ହୋଇ…