Browsing Tag

woman suicide

ବେକରେ ରଶି ଲଗାଇ ଜୀବନ ହାରିଲେ ମହିଳା, ଶାଶୁ ଘର ବିରୋଧରେ FIR ଦେଲେ ମୃତକଙ୍କ ପରିବାର

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇଲରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ…

ମାନବିକତା ଦେଖାଇଲେ ଟ୍ରାଫିକ ପୋଲିସ୍: ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କର ବଞ୍ଚାଇଲେ ଜୀବନ

କଟକ (କେନ୍ୟୁଜ): ମହାନ୍ ମାନବିକତା ସହ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ସହ ଶିଶୁର ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ୍ କର୍ମଚାରୀ। କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଟାଣି ଆଣି ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ କର୍ମଚାରୀ ତପନ କୁମାର ଦାସ…

ବାହାଘରର ଦୁଇ ବର୍ଷ ପରେ ଜୀବନ ହାରିଦେଲେ ପ୍ରଭାତୀ, ଆଖି ଦାନ କଲେ ପରିବାର ଲୋକେ

ଭୁବନେଶ୍ୱର (କେନ୍ୟୁଜ୍‌) : କାନ୍ଦିବାକୁ ଚାହୁଁଛି ମା’ଟିଏ ହେଲେ କାନ୍ଦି ପାରୁନି । ଅପେକ୍ଷା କରିଛି ଝିଅକୁ । ଇଏ ଥିଲା ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶବ ବ୍ୟବଚ୍ଛେଦ ଗୃହ ନିକଟର ଦୃଶ୍ୟ । ଏତିକି ବେଳେ ପୋଷ୍ଟମର୍ଟମ ରୁମ୍‌ରୁ ଶବଟିଏ ବାହାରିଲା । ଆଉ କାନ୍ଦକୁ ଅଟକାଇ ରଖିଥିବା ମା’ଟି…

ଯାଜପୁର ଯୋକଡିଆ ବ୍ରିଜ୍‌ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଛାତ୍ରୀ। ଡେଇଁବାର କାରଣ ସ୍ପଷ୍ଟ ହୋଇନାହିଁ । ବ୍ରିଜ୍ ଉପରୁ ଛାତ୍ରୀଙ୍କ ସାଇକେଲ ଓ ଚପଲ ଉଦ୍ଧାର ହୋଇଛି। ସେପଟେ ନଦୀ ଭିତରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…

ସତ କ’ଣ ଆତ୍ମହତ୍ୟା ନା ହତ୍ଯା? ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ବାପଘର ଲୋକେ ଆଣିଲେ ସାଙ୍ଘାତିକ ଅଭିଯୋଗ

ଆଳି(କେନ୍ୟୁଜ୍): ବୋହୂକୁ ମାରିଦେଇ ଆତ୍ମହତ୍ୟାର ରୂପ! କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରୁ ଆସିଛି ଏଭଳି ଏକ ଖବର। ବିବାହର ୧୦ବର୍ଷ ପରେ ଶାଶୁ ଘର ଲୋକେ ମିଳିମିଶି ବୋହୂକୁ ମାରିଦେଇ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏନେଇ…

ସୀମା ବିବାଦରୁ ଉଦ୍ଧାର ହୋଇପାରୁନି ମୃତଦେହ, ଦୀର୍ଘ ୨୦ ଘଣ୍ଟା ହେଲା ଝୁଲୁଛି ନବବଧୂଙ୍କ ମୃତଦେହ

ଆନନ୍ଦପୁର(କେ.ନ୍ୟୁଜ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁରେ ସୀମା ବିବାଦରୁ ଉଦ୍ଧାର ହୋଇପାରୁନି ମୃତଦେହ। ଫଳରେ ଦୀର୍ଘ ୨୦ ଘଣ୍ଟା ହେଲା ନବବଧୂଙ୍କ ମୃତଦେହ ଝୁଲୁଛି। ମିଳିଥିବା ସୂଚନା ମୁତାବକ, ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ହେମଲତା କେନ୍ଦୁଝର ଜିଲ୍ଲା ଦୀପପାଳ ଗାଁର…

ଗଞ୍ଜାମ ଚାରିଛକ ଗ୍ରାମରେ ଏକ ଘରୁ ପୋଲିଓ ଆକ୍ରାନ୍ତ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ

ସୋରଡା(କେନ୍ଯୁଜ୍) : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଚାରିଛକ ଗ୍ରାମର ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଶୈଳେନ୍ଦ୍ରୀ ପାଣିଗ୍ରାହୀ । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ଶୈଳେନ୍ଦ୍ରୀ ଏକଲପୁର ପଞ୍ଚାଯତ ନୂଆଗାଁ ଗ୍ରାମରେ ଅଙ୍ଗନାବାଡିକର୍ମୀ…