୩୦ ପରେ ମହିଳାଙ୍କୁ କିଡନୀ ରୋଗର ସମସ୍ୟା ଅଧିକ, ଜାଣନ୍ତୁ କଣ ରହିଛି କାରଣ
(କେନ୍ୟୁଜ ବ୍ୟୁରୋ): କିଡନୀ ରୋଗ ସହିତ ଜଡ଼ିତ ସମସ୍ୟା କୌଣସି ମଣିଷର ଯେକୌଣସି ସମୟରେ ଦେଖାଯାଇପାରେ । କିନ୍ତୁ ମହିଳାମାନେ ଏହି ସମସ୍ୟାରେ ଅଧିକ ପ୍ରଭାବିତ ହୋଇଥାନ୍ତି । ୩୦ ବର୍ଷ ପରେ ଅଧିକାଂଶ ମହିଳା କିଡନୀ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିଡନୀ ସହ ଜଡ଼ିତ ସମସ୍ୟା…