Browsing Tag

women assault

ହାଇଦ୍ରାବାଦ : ହସପିଟାଲରେ ପୁଣି ଜୁନିଅର ଡାକ୍ତରାଣୀଙ୍କୁ ଅସଦାଚରଣ, ସିସିଟିଭିରେ କଏଦ ହେଲା ଭିଡିଓ

କୋଲକତା ଲଜ୍ୟା ଘଟଣା ଥମିନଥିବା ବେଳେ ହାଇଦ୍ରାବାଦର ଗାନ୍ଧି ହସପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ମଦ୍ୟପ ରୋଗୀ ଅସଦାଚରଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଖବର ମୁତାବକ, ହାଇଦ୍ରାବାଦର ଗାନ୍ଧି ହସପିଟାଲର କାଜୁଆଲଟି…

ଅସ୍ତରଙ୍ଗଥାନା ପାଟସୁନ୍ଦର ଗାଁରେ ଅଭାବନୀୟ ଘଟଣା: ପାରିବାରିକ କଳହକୁ ନେଇ ମହିଳାଙ୍କୁ ଅକଥନୀୟ ମାଡ

କାକଟପୁର: ମହିଳା ଦିବସରେ ମହିଳାଙ୍କୁ ଅକଥନୀୟ ମାଡ । ନିସ୍ତୁକ ପିଟିଲେ ଲୋକେ । ଘଟଣା ଘଟିଛି ଅସ୍ତରଙ୍ଗଥାନା ପାଟସୁନ୍ଦର ଗାଁରେ । ପାରିବାରିକ କଳହ ଓ ଜମିବାଡି ଗଣ୍ଡଗୋଳକୁ ନେଇ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ହାତରେ ମାରଣାସ୍ତ୍ର ଧରି ଯୁବତୀ ଓ ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲେ ।…