Browsing Tag

women beaten

ମାତ୍ର ୧୫୦୦ ଟଙ୍କା ପାଇଁ ଉଲଗ୍ନ କରି ପିଟିଲେ, ପରେ ମହିଳାଙ୍କୁ ପିଆଇଲେ ପରିସ୍ରା

ମାତ୍ର ୧୫୦୦ଟଙ୍କା ପାଇଁ ଦଳିତ ମହିଳାଙ୍କ ସହ ବର୍ବରତା । ଧାର ଟଙ୍କା ଫେରାଇ ନପାରିବାରୁ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ । ଏତିକି କରି ମନ ନଭରିବାରୁ ମହିଳାଙ୍କୁ ନିଜ ପରିସ୍ରା ପିଆଇଲେ । କାନ୍ଦି କାନ୍ଦି ଚିତ୍କାର କରୁଥିଲେ ମହିଳା କିନ୍ତୁ ଶୁଣିବାକୁ କେହି ନଥିଲେ । ଅଭିଯୁକ୍ତଙ୍କ…

ଜୋମାଟୋ ଡ଼େଲିଭରି ବୟକୁ କାହିଁକି ଚପଲରେ ପିଟିଲେ ମହିଳା ? କାନ୍ଦି କାନ୍ଦି କହିଲେ ଏମିତି କଥା, ଭିଡିଓ ଭାଇରାଲ …

ଜୋମାଟୋ ଡ଼େଲିଭରି ବୟକୁ ଜଣେ ମହିଳା ଜୋତାରେ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଯେ ଡ଼େଲିଭରି ବୟ ଏକ ଅର୍ଡର ଦେବାକୁ ଯାଉଥିଲେ ଏହି ସମୟରେ ଘଟଣାଟି ଘଟିଛି। ଭାଇରାଲ ହେବାରେ ଲାଗିଛି । ଏକ ଅର୍ଡର ଡେଲିଭରୀ ଦେବାକୁ ଯାଉଥିବା ବେଳେ ଜୋମାଟୋ ବୟଙ୍କ ସହ ଏମିତି…

ଖୁଦୁରୁକୁଣୀ ଓଷାକୁ ନେଇ ତୁମୂଳକାଣ୍ଡ, ପୁରୁଷ ଷ୍ଟାଇଲ୍‌ରେ ମହିଳାଙ୍କୁ ଭୟଙ୍କର ମାଡ଼ ମାରିଲେ ଆଉ ଜଣେ ମହିଳା

ଭୁବନେଶ୍ବର(କେନ୍ୟୁଜ୍): ଖୁଦୁରୁକୁଣୀ ଓଷାକୁ ନେଇ ତୁମୂଳକାଣ୍ଡ।  ଗାଁ ଦାଣ୍ଡରେ ମହିଳାଙ୍କୁ ପ୍ରବଳ ମାଡ଼ ମାରିଲେ ଆଉ ଜଣେ ମହିଳା । ସମସ୍ତଙ୍କ ସାମନାରେ ଚୁଟି ଝିକି, ଉଲଗ୍ନ କରି ଗୋଇଠା, ବିଧା, ଚାପୁଡ଼ା ମାରି ଚାଲିଛନ୍ତି । ପୂରା ପୁରୁଷ ଢଙ୍ଗରେ ମହିଳାଙ୍କୁ ଏଭଳି ଭୟଙ୍କର ନିର‌୍ୟାତନା…

ଅମାନବିକତାର ଶେଷ ସୀମା, ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଘଉଡାଇବା ପାଇଁ ଗୋଇଠା ପରେ ଗୋଇଠା ମାରି ଚାଲିଲେ…

ପ୍ରୟାଗରାଜ : ମାନବିକତାର ସବୁ ସୀମା ପାର କଲାଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ହସପିଟାଲରେ ନିଯୁକ୍ତ ଥିବା ଜଣେ ସିକ୍ୟୁରିଟୀ ଗାର୍ଡଙ୍କର ଅମାନବିକତାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଗାର୍ଡ ଜଣେ ବୟଷ୍କା ମହିଳାଙ୍କୁ…

ଭୁବନେଶ୍ୱର ରାସ୍ତାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଖୋଳତାଡ, ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ରାସ୍ତାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଖୋଳତାଡ । ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।…

ଅନୈତିକ ସଂପର୍କକୁ ନେଇ ଲୁଗା ଦୋକାନୀଙ୍କୁ ନିସ୍ତୁକ ପିଟିଲେ ମହିଳା, ଭିଡିଓ ହେଲା ଭାଇରାଲ 

ବାଲେଶ୍ୱର(କେନ୍ୟୁଜ୍): ଦୋକାନୀଙ୍କୁ ମହିଳାଙ୍କ ନିସ୍ତୁକ ମାଡ଼ । ବାଲେଶ୍ୱର ସହରର ଓଭରବ୍ରିଜ ତଳେ ଏହି ମାଡ଼ମରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୁହାଯାଉଛି, ସଂପୃକ୍ତ ଲୁଗା ଦୋକାନୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ଥିଲା । ଏହି ଘଟଣାରେ ଦୋକାନୀଙ୍କୁ ପଚରାଉଚରା ସହ…

ପୋଲିସ ଓ ସିଆରପିଏଫ ଯବାନଙ୍କ ଦାଦାଗିରି, ପୀଡିତଙ୍କୁ ମାଡ ମାରି କଲେ ଲହୁଲୁହାଣ

ବାଲିଗୁଡ଼ା (କେନ୍ୟୁଜ୍) : ପୋଲିସ ଓ ସିଆରପିଏଫ ଯବାନଙ୍କ ଦାଦାଗିରି । ପ୍ରବଳ ମାଡ଼ ମାରି ଜଣକୁ ଲହୁଲୁହାଣ କରିବା ପରେ ପୀଡିତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋଟଗଡ଼ ଥାନା ସୁବର୍ଣ୍ଣଗିରି ପଞ୍ଚାୟତର ବାଣ୍ଡିପଡ଼ା…

ଅନୁଗୁଳ ବସଷ୍ଟାଣ୍ଡରେ କମେଣ୍ଟମରାକୁ ନେଇ ଯୁବକଙ୍କୁ ଚପଲରେ ପିଟିଲେ ମହିଳା

ଅନୁଗୁଳ: ଯୁବକଙ୍କୁ ଚପଲରେ ପିଟିଲେ ମହିଳା । କମେଣ୍ଟମରାକୁ ନେଇ ଚପଲରେ ପିଟିଲେ । ଅନୁଗୁଳ ବସଷ୍ଟାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଜଣକ କହିଛନ୍ତି ଯେ, ତାଙ୍କୁ ଯୁବକ ଜଣଙ୍କ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ…

ନ୍ୟାୟ ମାଗିବାରୁ ମହିଳାଙ୍କୁ ମାଡ଼, ଗାଁ ଦାଣ୍ଡରେ ପିଟିଲେ ଶାଶୁଘର ଲୋକ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୁଘର ଓ ଗାଁ ଲୋକେ । ପୂର୍ବରୁ ଯୌତୁକ ପାଇଁ ନିର‌୍ୟାତନା ଦେଇ ଘରୁ ତଡ଼ି ଦେଇଥିଲେ । ଅଧିକାର ମାଗିବାରୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ । କେବଳ ତାଙ୍କୁ ନୁହେଁ, ତାଙ୍କ ସହ ଯାଇଥିବା ଗାଁର ଆଉ ଦୁଇ…