Browsing Tag

women cricketer

ମହିଳା କ୍ରିକେଟର୍ସଙ୍କ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କଲା ବିସିସିଆଇ, ପୁରୁଷଙ୍କ ତୁଳନାରେ ବହୁତ କମ୍‌ ଫି ମିଳିବ

ମହିଳା କ୍ରିକେଟର୍ସଙ୍କ ନୂଆ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କଲା ବିସିସିଆଇ । ଏହି ତାଲିକାରେ ୧୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବିସିସିଆଇ ନୂଆ ଗ୍ରେଡ ଏରେ ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କୁ ଗ୍ରେଡ ଏରେ ସ୍ଥାନ ଦେଇଛି । ସ୍ମୃତି ମନ୍ଧାନା ଏବଂ ଦିପ୍ତୀ ଶର୍ମାଙ୍କୁ ସ୍ଥାନ…

କ୍ରିକେଟ୍ ଜଗତରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ଝିଅ ରଶ୍ମୀ, ଭାରତୀୟ ଟିମ୍ ପାଇଁ ରଖିଛନ୍ତି ଲକ୍ଷ୍ୟ

ବର୍ତ୍ତମାନ ସମୟରେ କ୍ରିକେଟ ଖେଳ ପ୍ରତି ବିଶେଷ ଭାବେ ଯୁବ ପିଢି ଆକର୍ଷିତ ହେଉଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏହାର ବେଶ୍ ଚାହିଦା ବଢିବାରେ ଲାଗିଛି। ମାତ୍ର ମହିଳା କ୍ରିକେଟ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀ କିଛି ଅଲଗା ରହିଛି। ଏଭଳି ପରିସ୍ଥିତିରେ ଓସିଏ ଦ୍ଵାରା ପରିଚାଳିତ ଓଡ଼ିଶା କ୍ରିକେଟ…

ମହିଳା ଦିବସରେ କିଏ ଜିତିବ ମହିଳା ଟି-ଟେ୍ଵଣ୍ଟି ବିଶ୍ୱକପ୍‌?, ଆସନ୍ତାକାଲି ଟାଇଟଲ୍‌ ଲଢ଼େଇରେ ଅଷ୍ଟ୍ରେଲିଆ ସହ ଲଢ଼ିବ…

କେନ୍ୟୁଜ୍(ବ୍ୟୁରୋ): ମେଲବୋର୍ଣ୍ଣରେ ମହାମୁକାବିଲା । କିଏ ମାରିବ ଫାଇନାଲ୍‌ ବାଜି ? କାହାକୁ ମିଳିବ ମହିଳା ବିଶ୍ୱକପ୍‌ ଟି-ଟେ୍ଵଣ୍ଟି ତାଜ ? ଭାରତ ନା ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ । ସୁପର ସନଡେରେ ଟାଇଟଲ୍‌ ଟକ୍କର । ପ୍ରଥମ ଥର ବିଶ୍ୱକପ୍‌ ବିଜୟର ସ୍ୱାଦ ଚାଖିବା ଲକ୍ଷ୍ୟରେ…

ମହିଳା T-20 ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌, ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ…

କେନ୍ୟୁଜ୍(ବ୍ୟୁରୋ): ମହିଳା ଟି-ଟେ୍ଵଣ୍ଟି ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌ । ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ୧୭ ରନରେ ବିଜୟୀ ହୋଇଛି ଭାରତ । ସିଡନୀରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ଚାରି ଓ୍ଵିକେଟ…

ଯାଜପୁର: ସର୍ବଭାରତୀୟ ଅଂଶୁମାନ ସ୍ମାରକୀ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଫାଇନାଲରେ ଓଡିଶା ଏକାଦଶ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଜାରକାଠାରେ ଚାଲିଥିବା ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଆଜି ମହିଳା ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।  ପ୍ରଥମେ ବ୍ୟାଟିଂ କରିଥିବା ଉତରପ୍ରଦେଶ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରିଥିଲା ।…

କଠିନ ପରିଶ୍ରମର ବିକଳ୍ପ ନାହିଁ , ଦେଖାଇଦେଲେ କାଶ୍ମିରୀ ମହିଳା

ଭାରତରେ ଖେଳା ଯାଉଥିବା ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ। କିନ୍ତୁ ମହିଳାଙ୍କର ଏହି ଖେଳରେ ସଫଳତା ହାସଲ କରିବା କିଛି ସହଜ କଥା ନୁହଁ ,ତାହା ପୁଣି ଜଣେ କାଶ୍ମିରୀ ମହିଳାଙ୍କ ପାଇଁ। ଲୋକଙ୍କ ଏହି ଚିନ୍ତାଧାରାକୁ ବଦଳିବାକୁ ଯାଇ  କାଶ୍ମୀରର ବାରାମୁଲ୍ଲା ଅଞ୍ଚଳର ୧୯ ବର୍ଷିୟ ଇକରା…