ଗାଧୁଆ ଘରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ
ଚାନ୍ଦବାଲି(କେନ୍ୟୁଜ୍): ଗାଧୁଆ ଘରୁ ପୋଲିସ ଉଦ୍ଧାର କଲା ମହିଳାଙ୍କ ଝୁଲନ୍ତା ମୃତ ଦେହ। ଏମିତି ଘଟଣା ଦେଖିବାକୁ ମିଳିଛି ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜରାପୁର ପଞ୍ଚାୟତ ବଜରାପୁର ଗ୍ରାମରେ। ପଞ୍ଚାନନ ସାହୁଙ୍କ ପୁଅ ଦିଗମ୍ବର ସାହୁ ୨୦୧୬ ମସିହାରେ ମୋତୋ ଅଞ୍ଚଳରେ ମୁରଲୀଧର ସାହୁଙ୍କ ଝିଅ…