Browsing Tag

women death

ଯୌତୁକ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ଅଭିଯୋଗ ଆଣିଲେ ଝିଅର ବାପା

ପଟ୍ଟାମୁଣ୍ଡାଇ (କେନ୍ୟୁଜ):  ସବୁକିଛି ଶେଷ ହୋଇଗଲା ।ଦୁଇ ଛୁଆଙ୍କ ମୁଣ୍ଡରୁ ଉଠିଗଲା ମା’ର ହାତ । ଯୌତୁକ ପାଇଁ ପୁଣି ଭାଙ୍ଗିଗଲା ସୁନାର ସଂସାର । କ୍ଷଣିକରେ ପରିବାର ଉପରେ ଖେଳିଗଲା ଦୁଃଖର କଳା ବାଦଲ । ଝିଅକୁ ଖୁସି ମନରେ ବାହା ଦେଇଥିଲା ବାପା । କିନ୍ତୁ ସବୁବେଳେ ଝିଅକୁ ଦିଆଯାଉଥିଲା…

ମେଟ୍ରୋ ଡୋରରେ ଶାଢ଼ୀ ଫସିବାରୁ ମହିଳାଙ୍କ ମୃତ୍ୟୁ , ଘଟଣାର ଚାଲିଛି ତଦନ୍ତ

ଦିଲ୍ଲୀ ମେଟ୍ରୋ ଡୋରରେ ଜଣେ ମହିଳାଙ୍କ ଶାଢ଼ୀ ଫସିଯିବାରୁ ସେ ଅନେକ ଦୂର ପର୍ଯ୍ୟନ୍ତ ଟାଣି ହୋଇ ଯାଇଥିଲେ । ଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଡିସେମ୍ବର ୧୪ରେ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ମହିଳାଙ୍କ ପ୍ରାଣ ଯାଇଛି । ମୃତ…

ଖଡଗପୁର ଠାରେ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟଣା: କେନ୍ଦ୍ରାପଡାର ଜଣେ ମହିଳାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା (କେନ୍ୟୁଜ): ଗତକାଲି ରାତିରେ କୋଲକତାରୁ ଓଡିଶା ଆସୁଥିବା ଏକ ବସରେ ଖଡଗପୁର ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା କେନ୍ଦ୍ରାପଡ଼ା ଇଚ୍ଛାପୁର ନିକଟ ନୋଳିଆ ଗାଁର ପୁଷ୍ପଞ୍ଜଳି । ତାଙ୍କ ସ୍ୱାମୀ…

ଝାରସୁଗୁଡା: ହାତୀ ଘଉଡାଇବା ପାଇଁ ବିଛା ଯାଇଥିବା ବଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଝାରସୁଗୁଡ଼ା: ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ପଞ୍ଚାୟତ ଝାରୁପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଘଉଡାଇବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ମୃତ ମହିଳାଙ୍କୁ ରେଙ୍ଗାଲି ପୋଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଝାରସୁଗୁଡା…