Browsing Tag

women died

ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର

ଦିନ କେଇଟା ଯାଇଥିଲେ ଘରେ କୁଆଁ କୁଆଁ ଶବ୍ଦ ଶୁଭିଥାନ୍ତା । କିନ୍ତୁ ପରିବାର ଖୁସିରେ ଯେମିତି କାହା ନଜର ଲାଗିଗଲା । ଘରକୁ ନୂଆ ଅତିଥି ଆସିବ କଣ  ଘରୁ ଜଣେ ସଦସ୍ୟ ବିଦାୟ ନେଇ ଯାଇଛି । ତେବେ ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ବିବାହର ବର୍ଷେ ନପୂରୁଣୁ ନବ ବଧୂଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକ

କିଛି ଦିନ ତଳେ ସାଜିଥିଲେ ନବବଧୂ । ସ୍ବାମୀ ହାତ ଧରି ମନରେ ଦେଖିଥିଲେ କେତେ କଣ ସ୍ୱପ୍ନ । ହାତରେ ହାତଗଣ୍ଠି, ମଥାରେ ସିନ୍ଦୂର, ନାଲି ଶାଢ଼ୀ ପିନ୍ଧି ନୂଆ ବୋହୂ ସାଜି ଶାଶୁଘରକୁ ଯାଇଥିଲେ ।  କେଡେ ସୁନ୍ଦର ଦେଖାଯାଉଥିଲା ସେଦିନ ତାଙ୍କର ବଧୂ ବେଶ । ସ୍ୱାମୀଙ୍କ ହାତ ଧରି ଜୀବନର ନୂଆ ଅଧ୍ୟାୟ…

ଘରୁ ମିଳିଲା ୩ ମହିଳାଙ୍କ ମୃତଦେହ, ଏପଟେ କାର ଦୁର୍ଘଟଣାର ଶିକାର ହେଲେ ପରିବାରର ପୁରୁଷ

ହଠାତ ରାତିରେ ପୋଲିସକୁ ଖବର ଆସିଲା । ପୋଲିସ ସମୟ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚି ଘରେ ପଡ଼ିଥିବା ମୃତ ଶରୀର ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇଥିଲା । ଏମିତି ଘଟଣା ପ୍ରାୟତଃ ଆସେ । ତେଣୁ ପୋଲିସ ଅଧିକ ଆଶ୍ଚର୍ଯ୍ୟ ହୋଇନଥିଲା । କିନ୍ତୁ କିଛି ସମୟ ପରେ ଯେଉଁ ଖବର ମିଳିଲା ତାକୁ ନେଇ ପୋଲିସ କିଛି…

ନର୍ସିଂହୋମରେ ପ୍ରବଳ ଭଙ୍ଗାରୁଜା, ଚିକିତ୍ସାରେ ଅବହେଳା ପାଇଁ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ

ଜଣେ ପ୍ରସୂତିଙ୍କ ହଠାତ ମୃତ୍ୟୁକୁ ନେଇ ଦେଖାଯାଇଛି ଉତ୍ତେଜନା । ନର୍ସିଂ ହୋମରେ ଥିବା ଜିନିଷ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗିଛନ୍ତି ମୃତକଙ୍କ ସମ୍ପର୍କୀୟ । ମେଡିକାଲ କର୍ତ୍ତୃପକ୍ଷ ନ ଆସିବା ଯୋଗୁଁ ଦେଖାଯାଇଥିଲା ପ୍ରବଳ ଉତ୍ତେଜନା । ଛୁଆକୁ ଜନ୍ମ ଦେଲା ସିନା ମା’ ।…

ଯୌତୁକ ପାଇଁ ଗଲା ବୋହୂର ଜୀବନ, ଗିରଫ ହେଲା ସ୍ବାମୀ

ପୁଣି ଯୌତୁକ ପାଇଁ ଗଲା ଜଣଙ୍କ ଜୀବନ । ଯୌତୁକ ଲାଳସା ଏମିତି ଏ ମଣିଷ ମୁହଁରେ ଲାଗିଛି ଯେ ଭୁଲି ଯାଉଛନ୍ତି ମାନବିକତା । ଟଙ୍କା ପଇସା ଲୋଭରେ କିଛି ଅମଣିଷ ଅଛନ୍ତି ଯେଉଁମାନେ ସମ୍ପର୍କକୁ ଭୁଲି ଯାଉଛନ୍ତି । ଜଣେ ବୋହୂ ଆଜି ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛି । କେତେ କଣ ଆଶା ନେଇ…

ଓଲଟିଲା ଅଟୋ, ଘଟଣାସ୍ଥଳରେ ଚାଲିଗଲା ଯୁବତୀଙ୍କ ଜୀବନ

କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଶିବ ଦର୍ଶନ ପାଇଁ ଗାଁରୁ ୧୨ ଜଣ ବାହାରିଥିଲେ । ମନ୍ଦିରକୁ କେମିତି ଯିବେ ଭାବି ଭାବି ଗୋଟିଏ ଅଟୋ ବୁଝିଲେ । ଆଉ ସେଥିରେ ବସି ସବୁ ମନ୍ଦିର ବାହାରିଲେ । କିନ୍ତୁ ରାସ୍ତାରେ ତାଙ୍କ ସହ ଏମିତି ଘଟିଯିବ କେହି କେବେ କଳ୍ପନା ବି କରି ନଥିଲେ । ସବୁ ସାଙ୍ଗ ହୋଇ…

ଦୁର୍ଘଟଣାରେ ଚାଲିଗଲା ମା’ର ଜୀବନ, ଅଳ୍ପକେ ବଞ୍ଚିଗଲେ ପୁଅ ଝିଅ

କଣ୍ଟାମାଳ: ଝିଅକୁ ହେଉଥିଲା ଝାଡା ଆଉ ରୋଗ ଭଲ ହେବା ପାଇଁ ଯାଇଥିଲେ ଡାକ୍ତରଖାନା । ହେଲେ ରୋଗ କଣ ଭଲ ହେବ ବାଟରେ ଜଗିଥିଲା କାଳଯମ । ବାଇକରେ ନିଜ ପୁଅ ଝିଅ ସହ ଘରକୁ ଫେରୁଥିବା ସମୟରେ ଧକ୍କା ଦେଲା ଏକ ଘରୋଇ ବସ । ପୁଅ ଝିଅ ସିନା ବଞ୍ଚିଗଲେ କିନ୍ତୁ କ୍ଷଣିକରେ ଚାଲିଗଲା ମା’ର ଜୀବନ ।…

ସେଲଫି ହେଲା କାଳ, ଆଗ୍ନେୟଗିରିରେ ପଡ଼ି ଚୀନ୍‌ ମହିଳାଙ୍କ ମୃତ୍ୟୁ

ଇଣ୍ଡୋନେସିଆରେ ଜଣେ ଚୀନ୍ ମହିଳାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁର କାରଣ ସେ ନିଜେ । କାରଣ ସେ ଏମିତି କିଛି ଭୁଲ କରିଛନ୍ତି ଯେ ତାଙ୍କ ଜୀବନ ଯାଇଛି । ତେବେ ମହିଳା ଆଗ୍ନେୟଗିରି ଦେଖିବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଦୁର୍ଘଟଣା । ମହିଳା ଜଣଙ୍କ ଆଗ୍ନେୟଗିରି…

କୋରାପୁଟ : ବିଷ ପିଇ ଗୁରୁତର ଅସୁସ୍ଥ ଥିବା ୨ ମହିଳାଙ୍କ ମୃତ୍ୟୁ, ଆଉ ୨ ଗୁରୁତର

କୋରାପୁଟ (କେନ୍ୟୁଜ): କୋରାପୁଟ ଦଶମନ୍ତପୁର ଅଂଚଳରେ ଘଟୁଛି ଅଭାବନୀୟ ଘଟଣା । ବିଷ ପିଇ ଗୁରୁତର ଅସୁସ୍ଥ ଥିବା ଦଶମନ୍ତପୁର ଥାନା ଅଂଚଳର ଦୁଇଜଣ ମହିଳାଙ୍କ ମୃତ୍ୟ ଘଟିଛି । ମୃତକ ମହିଳା ମାନେ ହେଲେ ଉପର ରତାବନ୍ଧ ଓ ବରଗଛ ଗାଁର ୨ ମହିଳା । ସେମାନେ କୋରାପୁଟ ମେଡିକାଲ କଲେଜ ହସପିଟାଲରେ…

ଆମ୍ବ ଖାଇ ମହିଳାଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରେ ହେଲା ଖୁଲାସା

ଆମ୍ବ ସମସ୍ତଙ୍କର ବହୁତ ପସନ୍ଦ ଥାଏ । ଏହାକୁ ଖାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଖୁବ ଆଗ୍ରହ ଦେଖାଯାଏ । ଆମ୍ବରେ ଫାଇବର ଏବଂ ଭିଟାମିନ୍ସ ସହିତ ଅନେକ ଲାଭଦାୟକ ପୋଷକ ତତ୍ୱ ଥାଏ । ତେବେ ଏହି ଆମ୍ବ ଖାଇ ଜଣଙ୍କର ମୃତ୍ୟୁ ହୋଇଛି । ଏକଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ଏଭଳି…

ପାର୍କରେ ଶୋଇଥିବା ବେଳେ ମହିଳାଙ୍କୁ ଘାସ କଟା ମେସିନରେ କାଟିଦେଲେ କର୍ମଚାରୀ, ଖଣ୍ଡ ଖଣ୍ଡ ହୋଇଗଲା ମହିଳାଙ୍କ ଶରୀର

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମୋଡେଷ୍ଟୋ ପାର୍କରେ ମହିଳାଙ୍କ ମୃତ୍ୟୁ । ପାର୍କରେ ଶୋଇଥିବା ବେଳେ ଭୁଲବଃଶତ ଘାସ କାଟିବା ମେସିନକୁ ଚଲାଇଦେଲେ କର୍ମଚାରୀ । ମେସିନରେ କଟିବା ଯୋଗୁଁ ମହିଳାଙ୍କ ଶରୀର ୨ ଖଣ୍ଡ ହୋଇଯାଇଥିଲା । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଖବର ମୁତାବକ,…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ସମ୍ବଲପୁର (କେନ୍ୟୁଜ): ବୁର୍ଲା ଥାନା ଗୋଡଭଗାଠାରେ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଧକ୍କାରେ ବାଇକରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ଭେଡେନ ଥାନା ଅଂଚଳର ସୁରେନ୍ଦ୍ର ଗରିଆଙ୍କ ସ୍ତ୍ରୀ ଅନିତା ଓ ସୁରେନ୍ଦ୍ରଙ୍କ ଖୁଡି…