ସେଲଫି ହେଲା କାଳ, ଆଗ୍ନେୟଗିରିରେ ପଡ଼ି ଚୀନ୍ ମହିଳାଙ୍କ ମୃତ୍ୟୁ
ଇଣ୍ଡୋନେସିଆରେ ଜଣେ ଚୀନ୍ ମହିଳାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁର କାରଣ ସେ ନିଜେ । କାରଣ ସେ ଏମିତି କିଛି ଭୁଲ କରିଛନ୍ତି ଯେ ତାଙ୍କ ଜୀବନ ଯାଇଛି । ତେବେ ମହିଳା ଆଗ୍ନେୟଗିରି ଦେଖିବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଦୁର୍ଘଟଣା । ମହିଳା ଜଣଙ୍କ ଆଗ୍ନେୟଗିରି…