Browsing Tag

women infront of train

ମୋବାଇଲକୁ ଚାହିଁ ଚାହିଁ ଯୁବତୀ ପଡିଗଲେ ଟ୍ରେନ ଟ୍ରାକରେ, ଦେଖନ୍ତୁ ଭିଡିଓ

ଆଜିର ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ ଆମର ବେଷ୍ଟଫ୍ରେଣ୍ଡ ହୋଇଯାଇଛି। ଏବେ ସବୁ ଯୁବପିଢ଼ି ଫୋନକୁ ଗୋଟେ ମିନିଟ୍‌ ଛାଡି ବଞ୍ଚିବା ହେଉଛି କଷ୍ଟକର। ପ୍ରତ୍ୟେକ ସମୟରେ ଆମ ସହିତ ଫୋନ ରହୁଛି ଏହି ଫୋନ ପାଇଁ ଆମେ ବନ୍ଧୁ ପରିଜନଙ୍କୁ ମଧ୍ୟ ଭୁଲିଗଲେଣି। ପାଖରେ ଫୋନ ଅଛି ତ ଆଉ କିଛି ଦରକାର ନାହିଁ।…