Browsing Tag

women need help

୩୦ ବର୍ଷର ଭେଣ୍ଡିଆ ପୁଅ କାଟୁଛି ବନ୍ଦୀ ଜୀବନ, ମା କରୁଛି ଆକୁଳ ନିବେଦନ

ଚୌଦାର (କେନ୍ୟୁଜ) : ମୁଁ ଆଉ ପାରୁନି, କେତେ ଦୁଃଖ ଦେଉଛ ପ୍ରଭୁ। ମୋ ପାଇଁ ଏତେ ନିଷ୍ଠୁର କାହିଁକି? ଏମିତି ଅନେକ କଥା କହି ଗୁମୁରୀ ଗୁୁମୁରୀ କାନ୍ଦୁଛି ଏହି ମାଆଟି। ଜୀବନ ସହିତ ସଂଘର୍ଷ କରି ବଞ୍ଚିବାରେ ବିଫଳ ହେବା ପରେ ସହୟତାର ହାତ ବଢାଇବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ବୃଦ୍ଧ ମା ।…

ଜାଣନ୍ତୁ କାହିଁକି କାଖରେ ଅଢ଼େଇ ମାସର ଛୁଆକୁ ଧରି ଥାନାରେ ଏମିତି ବସିଛନ୍ତି ଲକ୍ଷ୍ମୀପ୍ରିୟା

ଉଦଳା (କେନ୍ୟୁଜ) : ବାହାଘରକୁ ହୋଇଛି ମାତ୍ର ବର୍ଷେ। କୋଳରେ ଅଢ଼େଇ ମାସର ଛୁଆ। କିନ୍ତୁ ଯୌତୁକ ନିର୍ଯ୍ୟାତନାରେ ଯୁଜୁଛନ୍ତି ଜଣେ ନବବଧୂ। ଅଢେଇ ମାସର ଶିଶୁପୁତ୍ରକୁ ସାଙ୍ଗରେ ଧରି ଥାନାରେ ବସିଛନ୍ତି ମହିଳା । ଶ୍ୱଶୂର ଘରୁ ପାଇଥିବା ନିର୍ଯ୍ୟାତନାର ନ୍ୟାୟ ପାଇବାକୁ କାନ୍ଧରେ ପୁଅକୁ ଧରି…

ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୃଦ୍ଧା, ପ୍ରତିଟି ମୁହୂର୍ତ୍ତ ବଞ୍ଚିବାକୁ କରୁଛନ୍ତି ସଂଘର୍ଷ

ବାଂଶପାଳ (କେନ୍ୟୁଜ) : ହେ ଭଗବାନ, କେତେ ଆଉ ଦୁଃଖ ଦେବ। ସ୍ୱାମୀକୁ ତ ନେଇଗଲ, ପୁଅ ବୋହୂ ତ ଅଲଗା କରିଦେଲେ। କେଉଁଠି ଥିଲା କେଜାଣି ଏ ଘା ବି ଶାନ୍ତିରେ ଟିକେ ବଞ୍ଚାଇ ଦେଉନି। ଏ ହେଉଛି ଏହି ବୃଦ୍ଧା ଡମଣିଙ୍କ ଦୁର୍ଦ୍ଦଶାର କଥା। କେନ୍ଦୁଝର ବାଂଶପାଳ ଅଞ୍ଚଳର ଡମଣି। ୟାଙ୍କ ଦୁଃଖ ଶୁଣିଲେ ଆପଣ…