Browsing Tag

women rescue

ଢେଙ୍କାନାଳ: ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା, ୬ କିଲୋମିଟର ପରେ ଲୋକେ କଲେ ଉଦ୍ଧାର

କାମାକ୍ଷାନଗର (କେନ୍ୟୁଜ୍):  ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ବିଧବା ମହିଳା, ୬ କିଲୋମିଟର ପରେ ସ୍ଥାନୀୟ ଲୋକେ କଲେ ଉଦ୍ଧାରରଖେ ହରି ତ ମାରେ କିଏ। ପୂର୍ବାହ୍ନରେ ରାମିଆଳ ନଦୀର ପ୍ରଖର ଶ୍ରୋତରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ଆଉ ୬ କିଲୋମିଟର ଦୂରରୁ…

ବାଲୁଗାଁ: ରାସ୍ତା କଡ଼ରୁ ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲେ କଲେଜ ଛାତ୍ର, ଅଜଣା ଗାଡି ଦେଇଥିଲା ଧକ୍କା

ବାଲୁଗାଁ(କେନ୍ୟୁଜ୍):   ଖୋର୍ଦ୍ଧା  ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଣପୁର – ବାଲୁଗାଁ ମୁଖ୍ୟ ରାସ୍ତା ପାରିନୂଆଗାଁ ଛକ ନିକଟରେ ଜଣେ ଅଜଣା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡିଥିବାବେଳେ ତାଙ୍କ ମୁହଁରୁ ରକ୍ତସ୍ରାବ…

ଶାଶୁଘର ବାହାର ଗେଟ୍‌ ନିକଟରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଗଞ୍ଜାମ(କେନ୍ଯୁଜ୍) : ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା। ଶାଶୁଘର ବାହାର ଗେଟ୍‌ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳାକାଟୁ ଥାନା ବେଲଗାଁରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଆଜି ସକାଳେ…