ଯାଜପୁର : ଫନି କ୍ଷୟକ୍ଷତି ଆକଳନ ବେଳେ ମହିଳା ଆର୍.ଆଇଙ୍କୁ ଆକ୍ରମଣ, ସହଯୋଗୀଙ୍କୁ ଗଛରେ ବାନ୍ଧି ପକାଇଲେ
ଯାଜପୁର ଟାଉନ୍ (କେ ନ୍ୟୁଜ୍) : ଫନି କ୍ଷୟକ୍ଷତି ଆକଳନ ବେଳେ ଆର୍.ଆଇଙ୍କୁ ଆକ୍ରମଣ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ପ୍ରୀତିପୁର
ଗାଁକୁ ଆର୍.ଆଇ ଏବଂ ତାଙ୍କ ସହଯୋଗୀ କର୍ମଚାରୀ ଫନି ବାତ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ । ତେବେ ସେଠାରେ କିଛି ଦୁର୍ବୃତ୍ତ ମହିଳା…