ଜାତୀୟ କ୍ରୀଡ଼ା ବିଚ୍ ଭଲିବଲ୍ରେ ଓଡ଼ିଶାକୁ ପ୍ରଥମ ପଦକ, ବ୍ରୋଞ୍ଜ ଜିତିଲା ଓଡ଼ିଶା ମହିଳା ବିଚ୍ ଭଲିବଲ୍ ଦଳ
କେନ୍ୟୁଜ୍(ବ୍ୟୁରୋ): ଜାତୀୟ କ୍ରୀଡ଼ା ବିଚ୍ ଭଲିବଲ୍ରେ ଓଡ଼ିଶା ମହିଳା ଦଳକୁ ସଫଳତା । ବିଚ୍ ଭଲିବଲ୍ରେ ତେଲେଙ୍ଗାନାକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଓଡ଼ିଶା ମହିଳା ଦଳ । ୨-୦, ୨୧-୧୨ ଏବଂ ୨୧-୧୫ ସେଟ୍ରେ ତେଲେଙ୍ଗାନାକୁ ହରାଇଲା। ସେମିଫାଇନାଲ୍ରେ କଡ଼ା ମୁକାବିଲା ସତ୍ୱେ ୨-୧ରେ ପରାସ୍ତ…