Browsing Tag

women

ଅତ୍ୟଧିକ ମୋବାଇଲ୍‌ ବ୍ୟବହାର କରିବା ହେଲା କାଳ, ମହିଳାଙ୍କୁ କାଟିବାକୁ ପଡ଼ିଲା ଡାହାଣ ହାତ

ମୋବାଇଲ, ମୋବାଇଲ, ମୋବାଇଲ... ଆଜିକାଲି ସମସ୍ତଙ୍କ ମୁହଁରେ କେବଳ ଏହି ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଏବେ ଏତେ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ଯାଏଁ ତାଙ୍କ ଆଖେ ପାଖେ ରଖୁଛନ୍ତି। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା…

୮ ମାର୍ଚ୍ଚରେ ଗୋରଖପୁରରେ ଟ୍ରେନ ଚଳାଇବାର ଦାୟିତ୍ୱ ବହନ କରିବେ ମହିଳା, ଜାଣନ୍ତୁ କଣ ରହିଛି ଖାସ୍‌

ମହିଳା ଦିବସରେ ଆସନ୍ତା ୮ ମାର୍ଚ୍ଚରେ ଗୋରଖପୁରରୁ ନୌତନଓ୍ଵା ପର୍ଯ୍ୟନ୍ତ ଯାଉଥିବା ପାସେଞ୍ଜର ଟ୍ରେନ (55141/55142) କୁ ମହିଳାମାନେ ସଞ୍ଚାଳିତ କରିବେ। ସୂଚନା ମୁତାବକ ଏହି ଟ୍ରେନରେ ସମସ୍ତ ମହିଳା ଷ୍ଟାପ୍‌ ରହିବେ। ଲକ୍ଷ୍ନୋରୁ ମହିଳା ଲୋକୋ ପାଇଲଟ(ଡ୍ରାଇଭର) ସମତା କୁମାରୀ ଏବଂ ଶ୍ରୀତୀ…

ବିମାନ ପ୍ରେମରେ ଯୁବତୀ, ମାର୍ଚ୍ଚରେ କରିବେ ବିବାହ

କୁହାଯାଏ ପ୍ରେମ ଅନ୍ଧ, ଶାଶ୍ୱତ। ଆପଣମାନଙ୍କର ପ୍ରେମକୁ ନେଇ ଅନେକ ଅଭିଜ୍ଞତା ନିଶ୍ଚିତ ଥିବ। ମଣିଷ କୌଣସି ବ୍ୟକ୍ତିକୁ ହେଉ ଅବା କୌଣସି ଜୀବଜନ୍ତୁକୁ ଭଲପାଇ ବସେ। କିନ୍ତୁ ମଣିଷ କୌଣସି ର୍ନିଜୀବ ବସ୍ତୁକୁ ଭଲପାଇ ବସିବା ବିଷୟରେ ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏପରି ଏକ ଘଟଣା ଜର୍ମନୀର…

ଏଣିକି ଏହି ଆପ ଜରିଆରେ ମହିଳା ମାନେ କରିପାରିବେ ଯୌନ ନିର୍ଯ୍ୟାତନା ଅଭିଯୋଗ, ଗୋପନରେ ରହିବ ତଥ୍ୟ

ଭାରତର ମହିଳା ମାନେ ସେମାନଙ୍କ ପ୍ରତି ହେଉଥିବା ଯୌନ ଦୁର୍ବ୍ୟବହାରର ଅଭିଯୋଗ ଏକ ଆପ ମାଧ୍ୟମରେ ସିଧାସଳଖ କରିପାରିବେ । ଏଣିକି ସେମାନଙ୍କୁ ଆଉ ଥାନା ମାନଙ୍କର ଚକ୍କର କାଟିବାକୁ ପଡ଼ିବ ନାହିଁ । ଏହି ଆପ ଜରିଆରେ ମହିଳା ମାନେ କାନୁନର ସାହାଯ୍ୟ ନେବା ସହ ଡାକ୍ତରୀ ଚିକିତ୍ସାର ସୁବିଧା ମଧ୍ୟ…

ସମ୍ପର୍କକୁ ମଜଭୁତ କରିବାକୁ ନୁହେଁ ବରଂ ଏହି କାରଣରୁ ପୁରୁଷଙ୍କ ସହ ଡେଟ୍‌ରେ ଯାଇଥାନ୍ତି ମହିଳା

ପ୍ରକୃତ ପ୍ରେମ ଖୋଜିବାକୁ ମହିଳାମାନେ ପୁରୁଷବନ୍ଧୁଙ୍କ ସହ ସମୟ ଅତିବାହିତ କରିଥାନ୍ତି। ଅଧିକ ସମୟ ଜଣଙ୍କ ସହ ରହିଲେ ଆପଣ ତାଙ୍କ ବିଷୟରେ ଅନେକ କଥା ଜାଣିପାରିବେ। ଜଣେ ବ୍ୟକ୍ତିଙ୍କୁ ଖୁବ୍‌ ନିକଟରୁ ଜାଣିବାକୁ ମହିଳାମାନେ ସାଧାରଣତଃ ତାଙ୍କ ସହ ଡେଟ୍‌ରେ ଯାଇଥାନ୍ତି। ସାଧାରଣତଃ ଡେଟ୍‌ରେ…

ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ ସବୁ ପୁରୁଷ ଓ ମହିଳାଙ୍କ ମନରେ କିଛି ଅଦ୍ଭୁତ ଭାବନା ରହିଥାଏ। ସାଧାରଣତଃ ଏକ ଧାରଣା ଥାଏ ଯେ ପ୍ରଥମ ଥର ଲାଗି ସମ୍ପର୍କ ସ୍ଥାପନ ବେଳେ ଅସହ୍ୟ ପୀଡ଼ା ହୋଇଥାଏ। ଏହି କାରଣରୁ ଭୟରେ କିଛି ଲୋକ ସମ୍ଭୋଗ କରିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି। ମହିଳା ଓ ପୁରୁଷଙ୍କ…

ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ପୂର୍ବରୁ ଦୂରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆମେ ଚିଠିପତ୍ର ବ୍ୟବହାର କରୁଥିଲୁ। ଯାହାର ଉତ୍ତର ୧୦-୧୨ ଦିନ ପରେ ଆମ ପାଖରେ ପହଞ୍ଚୁଥିଲା। ଫଳରେ ଲୋକମାନେ ନିଜ ଭାବନାକୁ ଠିକ୍‌ ଭାବେ ପ୍ରକାଶ କରିପାରୁନଥିଲେ। ମାତ୍ର ଏବେ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକାଧିକ…

ସ୍ୱାମୀ ବା ବୟଫ୍ରେଣ୍ଡ୍‌ ଥିଲେ ମଧ୍ୟ ଅଧିକାଂଶ ମହିଳାଙ୍କ ମନରେ ଥାଏ ଦ୍ୱିତୀୟ ପୁରୁଷର ଭାବନା

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ସହ ସମ୍ପର୍କର ସଂଜ୍ଞା ମଧ୍ୟ ବଦଳିଗଲାଣି। ଏବେକାର ଯୁବପିଢ଼ି ଆଉ ନିଜ ପାର୍ଟନର ଉପରେ ସମ୍ପୂର୍ଣ୍ଣ ଭରସା କରିବାକୁ ଉଚିତ୍‌ ମନେ କରୁନାହିଁ। ଏହା କେବଳ ମହିଳାଙ୍କ କ୍ଷେତ୍ରରେ ନୁହେଁ, ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ପରିବର୍ତ୍ତନ ଧୀରେ ଧୀରେ ଦେଖିବାକୁ…

ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

ପ୍ରତ୍ୟେକ ମଣିଷ ଯୌନସୁଖ ଇଚ୍ଛା କରିଥାଏ। ପରସ୍ପର ପ୍ରତି ପ୍ରେମ ରହିଲେ ମଣିଷ ଆପେ ଆପେ ଶାରୀରିକ ସମ୍ପର୍କ ରଖିବାକୁ ଆକର୍ଷିତ ହୋଇଥାଏ। ତେବେ କେବଳ ଶାରୀରିକ ତୃପ୍ତି ପାଇଁ ମାତ୍ର କିଛି ସମୟ ପାଇଁ ରଖାଯାଉଥିବା ଏହି ସମ୍ବନ୍ଧ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଖାସ୍‌ କରି…

ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ, ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟଙ୍କ ଦ୍ୱାରା ହୋଇଛି ବୋଲି ରିପୋର୍ଟ…

ଉତ୍ତରପ୍ରଦେଶ ହେଉଛି ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ । ଏଠାରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି NCRB । ସେହିଭଳି ଅପହରଣ ଘଟଣା ବଢ଼ିଥିବା ବେଳେ ହତ୍ୟା ମାମଲା ଦେଶରେ କମିଛି । ସାଇବର ସିଟି ବେଙ୍ଗାଲୁରୁରେ ସର୍ବାଧିକ ସାଇବର ଅପରାଧ ଘଟିଥିବା ରେକର୍ଡ କହୁଛି ।…

ଏୟାରପୋର୍ଟରେ ମହିଳାଙ୍କ ଏପରି ହରକତ ସୋସିଆଲ ମିଡିଆରେ ଭାଇରାଲ, ଆପଣ ଜାଣି ହେବେ ଆଚମ୍ବିତ

ଆପଣ କେବେ ବିମାନ ଯାତ୍ରା କରିଛନ୍ତି କି ? ଯଦି କରିଛନ୍ତି, ତେବେ ଆପଣ ତ ନିଶ୍ଚିତ ଏହି ଅସୁବିଧାର ସାମ୍ନା କରିଥିବେ। ବିମାନ ଯାତ୍ରା ସମୟରେ ଅତିରିକ୍ତ ବ୍ୟାଗେଜ ଶୁଳ୍କରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। ଏପରି ଏକ ଅଦ୍ଭୁତ ଘଟଣା ପୁଣି ଏୟାରପୋର୍ଟରେ ଦେଖିବାକୁ…

ବିବାହିତା ମହିଳା ହେଲେ ଗଣଦୁଷ୍କର୍ମର ଶିକାର ! ଭିଡିଓ ହେଲା ଭାଇରାଲ: ସ୍ୱାମୀ, ଶ୍ୱଶୁର ଏବଂ ଦେଢଶୁରଙ୍କ ନାମରେ ଅଭିଯୋଗ…

ଜୟପୁର ; ଅଲଭର ଜିଲ୍ଲା ଲକ୍ଷ୍ମଣଗଡରେ ପୁଣି ଜଣେ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେହି ମହିଳା ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଗଣଦୁଷ୍କର୍ମ ଏବଂ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…