ବ୍ରୋଞ୍ଜ ଜିତିବା ପରେ ‘ସବସେ୍ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଭାରତୀୟ ମହିଳା ହକି…
ଭାରତୀୟ ମହିଳା ହକି ଟିମ୍ ୧୬ ବର୍ଷ ପରେ କମନୱେଲଥ ଗେମ୍ସରେ ପଦକ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୦୨ରେ ସ୍ୱର୍ଣ୍ଣ ଏବଂ ୨୦୦୬ରେ ରୌପ୍ୟ ଜିତିଥିଲା ଭାରତୀୟ ମହିଳା ହକି ଟିମ୍ । ଏହାପରେ ଚଳିତ ବର୍ଷ ବ୍ରୋଞ୍ଜ ପଦକ ଅକ୍ତିଆର କରିଛି ଭାରତୀୟ ଦଳ । ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ…