Browsing Tag

wonder girl alisa

ବରଗଡ଼ର ବିସ୍ମୟ ବାଳିକା ଆଲିସା, ଆଖି ବନ୍ଦ କରି କରୁଛି ଚମତ୍କାରିତା

ଏ ହେଉଛନ୍ତି ଆଲିସା ସିଂଘଲ । ଡାକ ନାମ ବ୍ରେବି । ବୟସ ମାତ୍ର ୮ ବର୍ଷ । ହେଲେ ବ୍ରେବି ପାଖରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ପ୍ରତିଭା । ତାଙ୍କ ଆଖିରେ କପଡ଼ା ବାନ୍ଧି ଦେଇ ସାମ୍ନାରେ କଣ ଅଛି ବୋଲି ପଚାରିଲେ ଆଲିସା ଆରାମରେ କହି ଦେଉଛନ୍ତି । ଆମ ରାଜ୍ୟ ବରଗଡ଼ର ଝିଅ ଆଲିସା ସିଂଘଲ ।…