ଏଠାରେ ଲୋକମାନେ କରନ୍ତି ଭଗବାନଙ୍କ ନାମରେ ଅଭିଯୋଗ, ଦେବା ଦେବୀଙ୍କୁ ମିଳିଥାଏ ଭୟଙ୍କର ଦଣ୍ଡ
ଯେତେବେଳେ ଆମେ କୌଣସି ପରିସ୍ଥିତିରେ ଅସହାୟ ଅନୁଭବ କରିଥାଉ ସେତେବେଳେ ଆମେ ଭଗବାନଙ୍କୁ ମନେ ପକାଇଥାଉ । ନଚେତ ଆମକୁ ଯେତେବେଳେ କୌଣସି କଷ୍ଟ ହୋଇଥାଏ ସେତେବେଳେ ଆମେ ଅଭିଯୋଗ କରିବା ପାଇଁ ଭଗବାନଙ୍କ ନିକଟକୁ ଯାଇଥାଉ । ବେଳେବେଳେ ଏପରି ହୁଏ ଯେ ଜୀବନରେ ଏପରି କିଛି ଦୁଃଖ ଆସିଥାଏ ଯେତେ…