ଏହି ୩ ପ୍ରକାର କାଠର ଜିନିଷ କେବେ ଘରେ ରଖନ୍ତୁ ନାହିଁ, ନଚେତ୍ ହେବ ଧନ ନଷ୍ଟ, ଘରକୁ ଆସିବ ବିପଦ
ଆମେ ଅଧିକାଂଶ ସମୟରେ କାଠର ବିଭିନ୍ନ ଘର କଳଣା ଓ ସାଜସଜା ଜିନିଷ ଘରକୁ ଆଣିଥାଉ । ତେବେ ସେ ସବୁକୁ ଆଣିବା ବେଳେ ବାସ୍ତୁ ଉପରେ ଗୁରୁତ୍ୱ ଦେଇ ନଥାଉ । ଏହି ଛୋଟିଆ ଭୁଲ ଆମ ପାଇଁ ବହୁ ଅସୁବିଧା ଆଣିପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସ୍ୱତନ୍ତ୍ର ପ୍ରକାରର କାଠ ଆମ ପାଇଁ ଅଶୁଭ ହୋଇଥିବାରୁ…