କାଠ ନେଉଛି ଜୀବନ୍ତ ରୂପ, ଖୋଦେଇ କରି ଦେବାଦେବୀଙ୍କ ନିଖୁଣ ମୂର୍ତ୍ତି ତିଆରି କରି ପ୍ରଶଂସା ସାଉଁଟୁଛନ୍ତି ଶିଳ୍ପୀ…
ଗୋପ(କେନ୍ୟୁଜ୍): କଥା କହୁଛି ଶିଳ୍ପୀର ହାତ । କାଠରେ ବିଭିନ୍ନ ଦେବାଦେବୀଙ୍କ ନିଖୁଣ ମୂର୍ତ୍ତି ତିଆରି କରି ବେଶ ପ୍ରଶଂସା ସାଉଁଟୁଛନ୍ତି ପୁରୀ ଜିଲ୍ଲା ନିମାପଡ଼ାର ଯୁଧିଷ୍ଠିର ମହାରଣା । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଗମ୍ଭାରୀ, ଲିମ୍ବ, ଶାଗୁଆନ,…