Browsing Tag

work from home

୫୦% ସରକାରୀ କର୍ମଚାରୀ ଘରୁ କରିବେ କାମ, ଦିଲ୍ଲୀ ପ୍ରଦୂଷଣକୁ ଦେଖି ନିଆଗଲା ନିଷ୍ପତ୍ତି

ଘରୁ କାମ କରିବେ ଦିଲ୍ଲୀ ସରକାରୀ କର୍ମଚାରୀ । ୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଦିଲ୍ଲୀରେ ପ୍ରଦୂଷଣକୁ ନଜରରେ ରଖି ଆମ୍ ଆଦମୀ ପାର୍ଟି ସରକାର ନିଜର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ…

ବାୟୁ ପ୍ରଦୂଷଣ ଗମ୍ଭୀର! ଦିଲ୍ଲୀରେ ଟ୍ରକ୍‌ ଓ ଡିଜେଲ ଗାଡ଼ି ବ୍ୟାନ୍‌; ଘରୁ କାମ କରିବେ ୫୦ ପ୍ରତିଶତ କର୍ମଚାରୀ

ଦିଲ୍ଲୀର ବାୟୁରେ ପ୍ରଦୂଷଣ ସ୍ତର ଗମ୍ଭୀର ଶ୍ରେଣୀରେ ପହଞ୍ଚିଛି। ଏଠାରେ ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଅତିକ୍ରମ କରିଛି। ଏହାରି ଭିତରେ ଦିଲ୍ଲୀର ଆପ୍‌ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ମୁତାବକ, ସହରରେ ଟ୍ରକ୍ ଏବଂ ଡିଜେଲ ଚାଳିତ ଯାନବାହାନଗୁଡ଼ିକର…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେଲାଣି ଅତି ସାଂଘାତିକ: କମ ଗାଡି ଚଳାଚଳ ଓ ୱାର୍କ ଫ୍ରମ ହୋମ କରିବାକୁ ସରକାରଙ୍କ ଅପିଲ

ନୂଆଦିଲ୍ଲୀ : ଅତି ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣାବତ୍ତା । ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ । ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣାବତ୍ତା ଅଧିକ ହେଉଥିବା ବେଳେ ଅଣନିଶ୍ବାସୀ ହେଉଛନ୍ତି ସ୍ଥାନୀୟବାସୀ । ଆଜି(ଗୁରୁବାର) ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ ଶ୍ରେଣୀରେ ରହିଛି…

ସବୁ ଦିନ ପାଇଁ WORK FROM HOME ! କର୍ମଚାରୀଙ୍କ ପାଇଁ ଏଭଳି ସୁବିଧା ଘୋଷଣା କଲା ଟ୍ଵିଟର

ଏବେ ସବୁ ଦିନ ପାଇଁ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରିପାରିବେ କର୍ମଚାରୀ। ଏଭଳି ନିୟମ ଲାଗୁ କରିଛି ଟ୍ଵିଟର। ଟ୍ଵିଟର ମୁଖ୍ୟ ପରାଗ ଅଗ୍ରଓ୍ଵାଲ ଟ୍ଵିଟ୍‌ କରି ଏମିତି ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କ ସୋସିଆଲ ନେଟଓ୍ଵାର୍କିଂ କମ୍ପାନୀ ଚଳିତ ମାସ ଠାରୁ ଅଫିସ ଖୋଲିବାକୁ ଯାଉଛି। କିନ୍ତୁ…

୮୨ ପ୍ରତିଶତ କର୍ମଚାରୀ ଯିବାକୁ ଚାହୁଁ ନାହାନ୍ତି ଅଫିସ୍‌; ପସନ୍ଦ ଆସୁଛି ‘ଓ୍ଵାର୍କ ଫ୍ରମ୍‌ ହୋମ୍‌’ କଲ୍‌ଚର; ଜାଣନ୍ତୁ…

ବିଶ୍ୱ କୋଭିଡ ମହାମାରୀ ଯୋଗୁ କର୍ମମୟ ଜୀବନରେ ଅନେକ ପରିବର୍ତ୍ତନ ଘଟିଛି। ଏହାରି ଭିତରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲୋକମାନେ ଅଫିସ ଯିବା ପରିବର୍ତ୍ତେ ଘରେ ରହି କାମ କରିବାକୁ ବେଶି ପସନ୍ଦ କରୁଛନ୍ତି। ରୋଜଗାର ସମ୍ବନ୍ଧୀୟ ୱେବସାଇଟ୍ ସାଇକିର 'ଟେକ୍ ଟ୍ୟାଲେଣ୍ଟ୍ ଆଉଟ୍‌ଲୁକ’ ରିପୋର୍ଟ…

ଆଖି ତଳ କଳା ପଡ଼ୁଛି କି? ଏହି ସବୁ ଉପାୟ ଆପଣାନ୍ତୁ ଏଥିରୁ ମୁକ୍ତି ପାଆନ୍ତୁ

ଆଜିର ଯୁବ ପିଢ଼ି କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି। ଫେସବୁକ, ହ୍ୱାଟ୍ସଆପ୍ ଓ ଟ୍ୱିଟରରେ ରାତି ବିତିଯାଉଛି। ଆଉ ଏବେ ମହାମାରୀ କାରଣରୁ ୱାର୍କ ଫ୍ରମ୍‌ ହୋମ ସୁବିଧା ମିଳୁଥିବାରୁ ସବୁବେଳେ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ସ୍କ୍ରିନ୍ ସାମ୍ନାରେ ବସିବାକୁ ପଡ଼ୁଛି।…

Airtel , JioFiber ଏବଂ TataSkyରେ ଶସ୍ତା ଦାମରେ ପାଇପାରିବେ ଅନଲିମିଟେଡ ଇଣ୍ଟରନେଟ ସୁବିଧା ସହ ଫ୍ରି ସବସ୍କ୍ରିପସନ,…

ଡିଜିଟାଲ ଯୁଗରେ ଆଜିକାଲି ସବୁକିଛି ଟେକ୍ନୋଲୋଜି ଆଧାରରେ ଚାଲିଛି । ଅନେକ କାମ ଘରେ ବସି କରି ହେଉଛି । କେବଳ ଅଫିସ କାମ ନୁହେଁ ବରଂ ଆପଣ ଅନାଲାଇନ ସାହାଯ୍ୟରେ ସପିଂଠୁ ଆରମ୍ଭ କରି ଖାଦ୍ୟ ପାର୍ସଲ ଘର ପାଇଁ ମାର୍କେଟିଂ ମଧ୍ୟ କରିପାରୁଛନ୍ତି । କିନ୍ତୁ କିଛି ସମୟରେ ନେଟ ପାଇଁ ଅନେକ ସମସ୍ୟାର…

Work From Homeରେ ଥିଲେ ଏହି ଉପାୟରେ ବଢାନ୍ତୁ ଇଣ୍ଟରନେଟ୍ ସ୍ପିଡ୍

କରୋନା କାରଣରୁ ଅନେକ କାର୍ଯ୍ୟାଳୟ ଏବେ ବି ବନ୍ଦ ଅଛି। କର୍ମଚାରୀମାନେ ଘରୁ କାମ କରୁଛନ୍ତି। Work From Home ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏକ ଭଲ ଇଣ୍ଟରନେଟ୍ ସ୍ପିଡ୍। ଯାହା ଆପଣଙ୍କ କାର୍ଯ୍ୟରେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ। ଆପଣଙ୍କର ରାଉଟର ଓ ଅଫିସର ଇଣ୍ଟରନେଟ୍…

ୱାର୍କ ଫ୍ରମ୍ ହୋମ୍ ବେଳେ ସର୍ଟ ବ୍ରେକ୍ ଜରୁରୀ, ନିଶ୍ଚୟ କରନ୍ତୁ ଏହି କାମ

ଲକଡାଉନ ବେଳେ ଅଧିକାଂଶ କମ୍ପାନୀ ୱାର୍କ ଫ୍ରମ ହୋମ୍ ପଲିସି ଫଲୋ କରୁଛନ୍ତି। କରୋନାରୁ ମୁକ୍ତି ପାଇବାରେ ଏହା ବେଶ୍ ଫଳପ୍ରଦ ହେଉଛି। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ୱାର୍କ ଫ୍ରମ ହୋମ୍ ଅନେକ ଗୁଡ଼ିଏ ସମସ୍ୟା ବି ଆଣିଥାଏ। ଖାସ୍ କରି ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁ…

ଓ୍ଵାର୍କ ଫ୍ରମ୍‌ ହୋମ୍‌ରୁ Googleକୁ ହେଲା ବଡ଼ ଫାଇଦା, ଗୋଟିଏ ବର୍ଷରେ ସେଭିଂ କରୁଛି ୧ ବିଲିୟନ ଡଲାର

କରୋନା ଯୋଗୁ ଅନେକ ଲୋକ ଘରୁ ହିଁ କାମ କରୁଛନ୍ତି। ଏହାର ସବୁଠାରୁ ଅଧିକ ଫାଇଦା Googleକୁ ମିଳିଛି। Google କର୍ମଚାରୀମାନେ ଘରେ ରହି କାମ କରୁଥିବାରୁ ତାଙ୍କର ଟ୍ରାଭେଲ ବହୁତ କମିଯାଇଛି। ଆଉ ଏହା Google ବିଜନେସ୍‌ ପାଇଁ ବହୁତ ଭଲ ରହିଛି। ଓ୍ଵାର୍କ ଫ୍ରମ୍‌ ହୋମ୍‌ କାରଣରୁ ପ୍ରଥମ…

ଏଥର ଘରେ ବସି କରିପାରିବେ ଅଫିସ କାମ, ୱାର୍କ ଫ୍ରର୍ମ ହୋମ ଉପରେ ପ୍ରସ୍ତୁତ ହେଉଛି ନୂଆ ଆଇନ

କରୋନା ଭାଇରସ ମହାମାରୀ ଯୋଗୁଁ କର୍ମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। କାର୍ଯ୍ୟାଳୟରେ ଭୂତାଣୁ ସଂକ୍ରମଣ ରୋକିବା ଲାଗି କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦପ୍ତରରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ହୋଇଥିବା ବେଳେ ସଂକ୍ରମଣର ପ୍ରାଦୁର୍ଭାବ ମଧ୍ୟ…

ଆସନ୍ତା ବର୍ଷ କର୍ମଚାରୀଙ୍କ ପାଇଁ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଜାରି କଲା ଗୁଗଲ୍‌, ଜାଣନ୍ତୁ କେତେ ମାସ ପର୍ଯ୍ୟନ୍ତ ମିଳିବ…

ଆସନ୍ତା ବର୍ଷ ଅର୍ଥାତ ୨୦୨୧ ରେ ଗୁଗଲ୍‌ ନିଜ କର୍ମଚାରୀଙ୍କ ପାଇଁ ଓ୍ଵାର୍କ ଫ୍ରମ୍‌ ହୋମ (ଘରୁ କାମ କରିବା)ର ସୁବିଧା ଜାରି ରଖିବା ପାଇଁ ସ୍ଥିର କରିଛି। ସୂଚନା ମୁତାବକ ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ ଏନେଇ କହିଛନ୍ତି, କରୋନା ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କ ପାଇଁ ଆସନ୍ତା କିଛି…