Browsing Tag

workers

ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଟାଟା ମେଜିକ ଗାଡ଼ି; ୨୭ ଆହତ, ୭ ଗୁରୁତର

କରଞ୍ଜିଆ (କେନ୍ୟୁଜ): ଶ୍ରମିକ ମାନଙ୍କ ନେଇ ଯାଉଥିବା ଏକ ଟାଟା ମେଜିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡ଼ିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଠାରୁ ୨ କିମି ଦୂର ଆନନ୍ଦପୁର ରାସ୍ତାର…

AI ଛଡ଼ାଇ ନେଲା ପାଖାପାଖି ୪,୦୦୦ କର୍ମଚାରୀଙ୍କ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

(କେନ୍ୟୁଜ ବ୍ୟୁରୋ): ଗତ କିଛି ମାସ ଧରି ଟେକ୍‌ ଫିଲ୍ଡରେ ଚାକିରିରେ ପରିବର୍ତ୍ତନ ଦେଖାଯାଉଛି । ଏହାର ପ୍ରମୁଖ କାରଣ ହେଉଛି ଚାଟଜିପିଟି ଏବଂ ବାର୍ଡ ଓ୍ଵିଙ୍ଗ ର ଲଞ୍ଚିଙ୍ଗ । ପ୍ରତିଯୋଗିତା ରେ ପରିବର୍ତ୍ତନ ହେଉଛି । ଖବର ଅନୁସାରେ ନଭେମ୍ବର ୨୦୨୨ରେ ଚାଟଜିପିଟି ଲଞ୍ଚ ହେବା ପରେ ଗୁଗଲ ଏବଂ…

ବେଆଇନ ଦାଦନ ଚାଲାଣ ବେଳେ ୨୭ ଶ୍ରମିକ ଉଦ୍ଧାର କଲା ପାଟଣାଗଡ ପୋଲିସ, ୨ ଦଲାଲ ଅଟକ

ପାଟଣାଗଡ (କେନ୍ୟୁଜ): ଚାଲିଛି ଦାଦନ ଋତୁ। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ମଣିଷ ବେପାର କରୁଛି ଦାଦନ ସର୍ଦ୍ଦାର । ଏଭଳି ଏକ ବେଆଇନ ଦାଦନ ଚାଲାଣ ବିଷୟରେ ଖବର ପାଇ କେନ୍ଦୁମୁଣ୍ଡି ପଞ୍ଚାୟତ ବଘଲାବନ୍ଦ ଗାଁ ରେ ପାଟଣାଗଡ ପୋଲିସ ଚଢାଉ କରି ବରଗଡ, ସୋନପୁର ଏବଂ ଗାଇସିଲେଟ ଅଞ୍ଚଳର ଦାଦନ…

ଜମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ : ୟୁିପର ଦୁଇ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଆତଙ୍କ । ପୁଣି ଆତଙ୍କବାଦୀଙ୍କ ଟାର୍ଗେଟ୍‌ କିଲିଂ। ସୋପିଆନ୍‌ ଜିଲ୍ଲାରେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରିବାର ଦୁଇ ଦିନ ପରେ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ମୃତ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମନିସ କୁମାର। ଏମାନେ…

ପୁଣି ବିଦେଶରେ ଓଡ଼ିଆ ଶ୍ରମିକ ହନ୍ତସନ୍ତ, ବାହାରିନରେ ବାହୁନି କାନ୍ଦୁଛନ୍ତି ଓଡ଼ିଆ ଯୁବକ

ବେଙ୍ଗାଳୁରୁ (କେନ୍ୟୁଜ): ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ନିଜ ଘର ଛାଡ଼ି ବିଦେଶ ବହାରିନରେ କାମ କରିବା ଆଶାରେ ଆସି ସେଠି ନାହିଁ ନଥିବାର ହଇରାଣ ହରକତ ହେଉଥିବା ଖବର ନଜରକୁ ଆସିଛି । ସୂଚନା ଯେ ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର,…

ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ

ଭଦ୍ରକ: ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ। ଲକ୍‌ଡାଉନ୍‌ ଯୋଗୁ ଓଡିଶା ବାହାରେ ଫସି ରହିଥିବା ଶ୍ରମିକମାନେ ଓଡିଶା ମୁହାଁ ହୋଇଛନ୍ତି। ସୁରତରୁ ଏକ ବସ୍‌ ଯୋଗେ ଓଡିଶାକୁ ବାହାରିଛନ୍ତି ୫୬ଜଣ ଶ୍ରମିକ। ଗତକାଲି ରାତିରେ ଏକ ବସ ଭଡ଼ା କରି ୫୬ଜଣ ଶ୍ରମିକ ଓଡିଶା ଅଭିମୁଖେ…

ପଦାରେ ପଡିଲା ନୟାଗଡ ବିଜେପିର ଗୋଷ୍ଠୀ କନ୍ଦଳ: ଜିଲ୍ଲାସ୍ତରୀୟ ବୈଠକରେ ପିଟାପିଟି ହେଲେ କର୍ମୀ

ନୟାଗଡ: ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର। ଧସ୍ତାଧସ୍ତି, ଚେୟାର ଭଙ୍ଗାରୁଜା। ନୟାଗଡ଼ରେ ବିଜେପିର ଜିଲ୍ଲାସ୍ତରୀୟ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏହି ଜିଲ୍ଲାସ୍ତରୀୟ ବୈଠକକୁ…