Odisha News
Browsing Tag

world cup 2019

ବିଶ୍ବକପ୍ ହାରିବା ପରେ ଜାରି ହେଲା ଟିମ୍ ଇଣ୍ଡିଆର ଦରମା ଲିଷ୍ଟ, ଧୋନୀଙ୍କୁ ଲାଗିଲା ବିରାଟ ଝଟକା 

ସରିଲା ବିଶ୍ବକପ୍ । ବିଶ୍ବବିଜେତା ହେଲା ଇଂଲଣ୍ଡ । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ବକପରୁ ବିଦା ହେଲା ଟିମ୍ ଇଣ୍ଡିଆ । ତଥାପି ଏହାକୁ ନେଇ ଥମିବାର ନା ଧରୁନି ଚର୍ଚ୍ଚା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖବର । ଏହି ପରାଜୟ ପରେ ୧୫ ଭାରତୀୟ ଖେଳାଳିଙ୍କ ବାର୍ଷିକ ଆୟର ଜାରି…

ବଳିଦାନ ରୁ ମାରପିଟ୍ ପର୍ଯ୍ୟନ୍ତ . . ଏହି ସବୁ ସ୍ମୃତି ଏବଂ ବିବାଦ ପାଇଁ ମନେ ରହିବ ବିଶ୍ବକପ୍ ୨୦୧୯

ଦର୍ଶକଙ୍କୁ ଦେଇଗଲା କିଛି ଖଟା କିଛି ମିଠା ଅନୁଭୂତି। କ୍ରିକେଟର ଜନକ ଇଂଲଣ୍ଡକୁ ପିନ୍ଧାଇଗଲା ଚାମ୍ପୟନର ମୁକୁଟ । ଆଉ ପୁଣି ଚାରିବର୍ଷ ପରେ ଫେରିବା ପାଇଁ କଥା ଦେଇ ଚାଲିଗଲା ବିଶ୍ବକପ୍ ୨୦୧୯ । କେବଳ ଖେଳ ନୁହେଁ ଅନେକ ଘଟଣା ଏମିତି ଘଟିଯାଇଛି ଏହି ଟୁର୍ଣ୍ଣାମେଂଟରେ ଯାହା ସାରା ବିଶ୍ବର…

କୋହଲିଙ୍କୁ ବିରାଟ ଝଟକା, ହାତରୁ ଯାଇପାରେ ଅଧିନାୟକ ପଦ

ସରିଲା ବିଶ୍ବକପ୍ । ବିଶ୍ବବିଜେତା ହେଲା ଇଂଲଣ୍ଡ । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ବକପରୁ ବିଦା ହେଲା ଟିମ୍ ଇଣ୍ଡିଆ । ତଥାପି ଏହାକୁ ନେଇ ଥମିବାର ନା ଧରୁନି ଚର୍ଚ୍ଚା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖବର । ଏବେ ଆକ୍ସନ ମୁଡରେ ବିସିସିଆଇ । କିଛି ବଡ଼ ଧରଣର ପଦେକ୍ଷେପ…

୧୯୮୬ରେ ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ବିଶ୍ବକପ୍ ହାରିଥିଲା ଇଂଲଣ୍ଡ, କିନ୍ତୁ ୨୦୧୯ରେ ସେହି ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ହେଲା…

ଫୁଟବଲ ଇତିହାସରେ ଯେବେ ବି ସବୁଠାରୁ ବିବାଦୀୟ ଗୋଲ୍ ବିଷୟରେ କଥା ଉଠେ ସେତେବେଳେ ୧୯୮୬ର ଫୁଟବଲ୍ ବିଶ୍ବକପ୍ କଥା ଆପେ ଆପେ ଚାଲିଆସେ । ଏହି ବିଶ୍ବକପର ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ରେ ହରାଇଥିଲା ଆର୍ଜେଣ୍ଟିନା । ତେବେ ଏହି ମୁକାବିଲାରେ ସବୁଠାରୁ ଚର୍ଚ୍ଚିତ ଥିଲା ମାରାଡୋନାଙ୍କ ୨ଟି ଗୋଲ୍।…

ବିଶ୍ବକପ୍ ହାରିବା ଟିମକୁ ମିଳିଥାଏ କେତେ ଟଙ୍କା ? ବିଜେତାକୁ ବି ମିଳେ ନାହିଁ ଟ୍ରଫି . . . ଅଜବ ଏ ଆଇସିସି ନିୟମ

କିଏ ହେବ ବିଶ୍ୱକପ୍ ଚାମ୍ପିଅନ୍? ନୂଆ ବିଜେତା ଦେଖିବ ସାରା ବିଶ୍ୱ। ଆଜି କ୍ରିକେଟର ମକ୍କା ଲର୍ଡସରେ ଦର୍ଶନ ଦେଖିବେ ୨୦୧୯ ବିଶ୍ୱକପର ଫାଇନାଲ୍ ମୁକାବିଲା। ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର ହେବ କ୍ରିକେଟ ବିଶ୍ୱବିଜେତା । ବିଶ୍ୱବିଜୟୀ ହେବା…

ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲ୍‌ : ଅଷ୍ଟ୍ରେଲିଆ କଲା ୨୨୩ ରନ୍‌, ଇଂଲଣ୍ଡ ପାଇଁ ଛୋଟିଆ ଲକ୍ଷ୍ୟ ହେଲେ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ୍‌ : ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବୋଲର୍‌ଙ୍କ ଆଗରେ ଚାଲିଲା ନାହିଁ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କ ଯାଦୁ । ମାତ୍ର ୧୪ ରନ୍‌ରେ ପ୍ରଥମ ୩ଟି ଓ୍ଵିକେଟ୍‌ ହରାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ବହୁ କଷ୍ଟରେ ୨୨୩ ରନ୍‌ କରି ପାରିଛି । ୪୯ ଓଭରରେ ଏହାର ସମସ୍ତ ଖେଳାଳି…

ପରାଜୟ ନେଉଛି ପ୍ରଶଂସକଙ୍କ ପ୍ରାଣ, ବିଶ୍ବକପ୍ ଆଶା ମଉଳିବା ପରେ ଜୀବନ ହାରୁଛନ୍ତି ଲୋକ

ମଉଳି ଗଲା ବିଶ୍ବକପ୍ ଆଶା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହେଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀର ଏହି ପରାଜୟ ପରେ ସଦମାରେ ପୁରା ଦେଶ । ତେବେ ଭାରତର ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ପ୍ରଶଂସକ । ଆଉ ମର୍ମାହତ ହୋଇ କେହି ବିଷ ପିଉଛି ତ ଆଉ କିଏ ହାର୍ଟ ଆଟାକାର…

ଦ୍ୱିତୀୟ ସେମିଫାଇନାଲ୍‌ : ଅଷ୍ଟ୍ରେଲିଆ, ଚୌକାରୁ ଆରମ୍ଭ ଓ ୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌

ଲଣ୍ଡନ୍‌ : ଆଇସିସି ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ଟସ୍‌ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆରୋନ୍‌ ଫିଞ୍ଚ୍‌ଙ୍କ ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ଥିବା ଉସମାନ ଖ୍ଵାଜାଙ୍କ ସ୍ଥାନରେ ପିଟର…

ବିଶ୍ୱକପ୍‌ : ସେମିଫାଇନାଲ୍‌ରେ କେବେବି ହାରି ନାହିଁ ଅଷ୍ଟ୍ରେଲିଆ, ଆଜି ଆୟୋଜକ ଇଂଲଣ୍ଡ ଠାରୁ ହାରିବ ନା ହରାଇବ ?

ଲଣ୍ଡନ୍‌ : ନାଟକୀୟ ଭାବେ ସରିଯାଇଛି ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ । ଭାରତକୁ ୧୮ ରନ୍‌ରେ ହରାଇ ନ୍ୟୁଜିଲାଣ୍ଡ କ୍ରମାଗତ ଭାବେ ଦ୍ୱିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି । ଆଉ ଆଜି କିଛି ସମୟ ପରେ ଆରମ୍ଭ ହେବ ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ । ବର୍ମିଂହାମ୍‌ରେ…

ଯେଉଁ ବଲରେ ଆଉଟ୍ ହୋଇଥିଲେ ଧୋନୀ ତାହା ଥିଲା ନୋ ବଲ୍, ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ପ୍ରଶଂସକ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି…

ପରାଜୟ ପରେ ଇସ୍ତଫା ପର୍ବ ଆରମ୍ଭ, ଟିମ୍ ଇଣ୍ଡିଆର ବଡ଼ ସଦସ୍ୟ ନେଲେ ବିଦାୟ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି…

ସେମି ଫାଇନାଲରେ ଏମିତି ଖେଳିଲା ଟିମ୍ ଇଣ୍ଡିଆ, ନିଜ ନାଁ ରେ କଲା ଏହି ଲଜ୍ଜାଜନକ ରେକର୍ଡ

ବିଶ୍ୱକପ୍ ମହାସମର । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର । କାଲି ବର୍ଷା ଯୋଗୁଁ ଅଧାରେ ଅଟକିଥିବା ମ୍ୟାଚ୍ ଆଜି ଆରମ୍ଭ ହୋଇଛି । ଅବଶିଷ୍ଟ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୪୦ ରନର ଲକ୍ଷ୍ୟ ଧାର‌୍ୟ୍ୟ କରିଛି । କିନ୍ତୁ ଏହାର ଜବାବରେ ବ୍ୟାଟିଂ…