Browsing Tag

world cup 2023

ଆଜିଠୁ ବିଶ୍ୱକପ ପାଇଁ ଟିକେଟ ବିକ୍ରି ଆରମ୍ଭ, ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ

ବିଶ୍ୱକପ ପାଇଁ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେଉଛି । ଭାରତ ଖେଳିବାକୁ ଥିବା ବିଭିନ୍ନ ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ । ପ୍ରଥମେ ବିଶ୍ୱକପର ୩ଟି ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ କରାଯିବ । ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ । ଏହାପରେ…

ଚନ୍ଦ୍ରଯାନ-୩ ସଫଳତା ପରେ ଭାଇରଲ ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ପୋଷ୍ଟ, ବିଶ୍ୱକପ ୨୦୨୩ ସହିତ ରହିଛି କି ସାମଞ୍ଜସ୍ୟ !

ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରରେ ପାଦ ଥାପିବା ପରେ ଭାରତ ଇତିହାସ ରଚିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତକୁ ପ୍ରଶଂସା କରାଯାଉଛି । ଚନ୍ଦ୍ରକୁ ଛୁଇଁଥିବା ଦେଶ ମଧ୍ୟରେ ଭାରତ ୪ର୍ଥ ସ୍ଥାନରେ ରହିଛି । ଚନ୍ଦ୍ରରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡ କରିବା ପରେ ସାରା ଦେଶରେ ଖୁସିର ମାହୋଲ…

ବିଶ୍ୱକପ ୨୦୨୩ରେ ସୂଚୀରେ ହେବନି ଆଉ କୌଣସି ପରିବର୍ତ୍ତନ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ମନା କଲା ବିସିସିଆଇ

ବିଶ୍ୱକପ ୨୦୨୩ ସୂଚୀ ପାଇଁ ଆଉ କୌଣସି ପରିବର୍ତ୍ତନ କରିବ ନାହିଁ ବିସିସିଆଇ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନ କରିଥିବା ଅପିଲକୁ ମନା କରିଦେଇଛି ବିସିସିଆଇ । ଏହା ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ମଧ୍ୟ ସହମତି ବ୍ୟକ୍ତ କରିଛି । ପୂର୍ବରୁ ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରିବା ପାଇଁ…

ପାକିସ୍ତାନ ମ୍ୟାଚ୍‌ ନେଇ ବଢିଲା ବିସିସିଆଇ ଚିନ୍ତା, ପୁଣି ବଦଳିପାରେ ବିଶ୍ୱକପ ୨୦୨୩ ସୂଚୀ

ବିଶ୍ୱକପ ୨୦୨୩ ଆଉ ଦୁଇ ମାସ ପରେ ଆରମ୍ଭ ହେବ । ଏହା ମଧ୍ୟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରିବା ପାଇଁ ଦାବି କରି ବିସିସିଆଇର ଟେନସନ ବଢାଇ ଦେଇଛି । ବିସିସିଆଇ ଆଇସିସି ସହିତ ମିଶି ବିଶ୍ୱକପ ୨୦୨୩ ପାଇଁ ୧୦୦ ଦିନର ସୂଚୀ ଘୋଷଣା କରିଥିଲା । କିନ୍ତୁ ଭାରତ…

କୋଲକତା ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ନିଆଁ, ଜଳିପୋଡି ଛାରଖାର ହୋଇଗଲା ଡ୍ରେସିଂ ରୁମ୍‌

କୋଲକତା ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ନିଆଁ ଲାଗିଛି । ନିଆଁରେ ଷ୍ଟାଡିୟମର ଡ୍ରେସିଂ ରୁମ୍‌ ସଂପୂର୍ଣ୍ଣ ଭାବେ ଜଳିଯାଇଛି । ନିଆଁ ଲିଭାଇବାକୁ ଷ୍ଟାଡିୟମରେ ଅଗ୍ନିଶମ ଗାଡି ନିୟୋଜିତ ହୋଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଅକ୍ଟୋବର ୫ରୁ ବିଶ୍ୱକପ ୨୦୨୩ ମ୍ୟାଚ…

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଟିମ୍‌ ଘୋଷଣା କଲା ଅଷ୍ଟ୍ରେଲିଆ, ଟିମରୁ ବାଦ୍‌ ପଡିଲେ ଲାବୁଶେନ

ବିଶ୍ୱକପ ୨୦୨୩ ପାଇଁ ଅଷ୍ଟ୍ରେଲିଆ ଟିମ୍‌ ଘୋଷଣା କରିଛି । ଟିମରେ ୧୮ ଜଣ ସଦସ୍ୟ ରହିଥିବା ବେଳେ ଲାବୁଶେନଙ୍କୁ ବାଦ୍‌ ଦିଆଯାଇଛି । ଟିମରେ ଡେଭିଡ ଓ୍ଵାର୍ଣ୍ଣନର ସ୍ଥାନ ମିଳିଛି । କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପ ଛଡା ନୂଆ ଟି-୨୦ ଅଧିନାୟକ ମଧ୍ୟ ଘୋଷଣା କରିଛି । ଏରୋନ ଫିଞ୍ଚ ଇଣ୍ଟରନ୍ୟାସନାଲ…

ବିଶ୍ୱକପ ୨୦୨୩ : ୧୪ ଅକ୍ଟୋବର ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ ! ଅନ୍ୟ ମ୍ୟାଚରେ ହୋଇପାରେ ପରିବର୍ତ୍ତନ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ମ୍ୟାଚ୍‌ ୧୫ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ୧୫ ତାରିଖରେ ନବରାତ୍ରି ଆରମ୍ଭ ହେଉଥିବାରୁ ଏଥିରେ ପରିବର୍ତ୍ତନ…

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ ଖବର, ଭାରତ- ପାକିସ୍ତାନ ମ୍ୟାଚ୍‌ ପାଇଁ ବଦଳିପାରେ ତାରିଖ !

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଛି । ଏହା ମଧ୍ୟରେ ମ୍ୟାଚ୍‌କୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତ- ପାକିସ୍ତାନ ମ୍ୟାଚ୍‌ ତାରିଖ ବଦଳିବ ବୋଲି ଚର୍ଚ୍ଚା ଚାଲିଛି । ଅକ୍ଟୋବର ୧୫ରେ ନବରାତ୍ରୀ…

ବିଶ୍ୱକପ ୨୦୨୩ ପାଇଁ ୫୦୦ ହୋଟେଲ ଖୋଲିବ OYO, ତିନି ମାସ ଭିତରେ କାମ ସାରିବାକୁ ନିଷ୍ପତ୍ତି

ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟୋବର ୫ରୁ ଅହମଦାବାଦରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ବିଶ୍ୱକପ ପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିପାଇଁ OYO ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି । ବିଶ୍ୱକପକୁ…

ଆଇସିସି ସେୟାର କଲା ବିଶ୍ୱକପ ୨୦୨୩ର ପୋଷ୍ଟର, ଟ୍ରଫି ସହିତ ନଜର ଆସିଲେ ୧୦ ଟିମର ଅଧିନାୟକ

ଆଇସିସି ବିଶ୍ୱକପ୍‌ ୨୦୨୩ ପାଇଁ ପୋଷ୍ଟର ଜାରି ହୋଇଛି । ଯେଉଁଥିରେ ୧୦ଟି ଟିମର ଅଧିନାୟକ ବିଶ୍ୱକପ୍‌ ଟ୍ରଫି ନିକଟରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହି ଆନିମେଟେଡ ପୋଷ୍ଟରରେ ଟ୍ରଫି ସାମ୍ନାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଜୋସ ବଟଲର ଏବଂ ପାଟ୍‌ କେମିନ୍ସ ନଜର ଆସିଛନ୍ତି ।…

ବିଶ୍ୱକପ ୨୦୨୩ ଆୟୋଜନ କରୁଥିବା ସମସ୍ତ ଷ୍ଟେଟ ଆସୋସିଏସନକୁ ଚିଠି ଲେଖିଲା ବିସିସିଆଇ, ସମସ୍ତଙ୍କୁ କଲା ଏମିତି ନିବେଦନ

ବିଶ୍ୱକପ୍‌ ୨୦୨୩ର ଆୟୋଜନ ଚଳିତଥର ଭାରତ କରୁଛି । ବିସିସିଆଇ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ମେଗା ଇଭେଣ୍ଟର ଆୟୋଜନ କରୁଛି । ଚଳିତବର୍ଷ ବିଶ୍ୱକପରେ ଭାରତର ୧୨ଟି ସ୍ଥାନରେ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ବିସିସିଆଇ ସଚିବ ଜୟ ଶାହା…

ବିଶ୍ୱକପ୍‌ ପାଇଁ ସଜେଇ ହେବ ସବୁ ଷ୍ଟାଡିୟମ, ୫୦୦ କୋଟି ଖର୍ଚ୍ଚ କରିବ ବିସିସିଆଇ

ବିଶ୍ବକପ୍ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଚଳିତବର୍ଷ ବିଶ୍ବକପର ଆୟୋଜନ ଭାରତ କରୁଛି । ବିଶ୍ବକପ ୨୦୨୩ ପାଇଁ ସୂଚୀ ଜାରି ହୋଇଯାଇଛି । ବିସିସିଆଇ ଦ୍ବାରା ଜାରି ହୋଇଥିବା ବିଶ୍ବକପ ସୂଚୀ ମୁତାବକ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ଖେଳାଯିବ । ୫…