Browsing Tag

world cup 2023

ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ କ୍ରେଜ: ଅହମଦାବାଦରେ ସବୁ ହୋଟେଲ ରୁମ୍‌ ବୁକ୍‌, ଗୋଟିଏ ରୁମର ଚାର୍ଜ ୫୦ ହଜାରରୁ…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ବିଶ୍ବକପ୍ ୨୦୨୩ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଏବେଠାରୁ ଉତ୍ସାହିତ ରହିଛନ୍ତି । ତେବେ ଏହାକୁ ନେଇ ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ଫାଇଦା ଉଠାଇବା ପାଇଁ ପ୍ଲାନ ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ ଠାରୁ…

ମହାକାଶରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି, ଆଜିଠୁ କରିବ ବିଶ୍ବ ଭ୍ରମଣ

ମହାକାଶରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି । ଆଜିଠୁ ବିଶ୍ୱ ଭ୍ରମଣ କରିବ । ୧୮ରୁ ଅଧିକ ଦେଶରେ ପ୍ରଦର୍ଶିତ ହେବ । ଦିନିକିଆ ବିଶ୍ୱକପ୍‌ର ୧୩ତମ ସଂସ୍କରଣକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଓ ଆଇସିସି ଏକ ଅଭିନବ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଗତକାଲି ମହାକାଶକୁ…

ଦିନିକିଆ ବିଶ୍ବକପ ୨୦୨୩ ପାଇଁ ସୂଚୀ ଘୋଷଣା କଲା ଆଇସିସି, ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ…

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିଛି ଆଇସିସି । କେଉଁ ମ୍ୟାଚ୍‌ କାହା ସହିତ କେଉଁ ଦିନ କେଉଁଠି ଖେଳାଯିବ ତାହାର ସଂପୂର୍ଣ୍ଣ ଲିଷ୍ଟ ସାମ୍ନାକୁ ଆସିଛି ।  ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ…

ପାକିସ୍ତାନ କ୍ରିକେଟ ବୋର୍ଡକୁ ଝଟକା, ଭାରତ-ପାକିସ୍ତାନ ମ୍ୟାଚ ଅହମଦାବାଦରେ ହିଁ ହେବ

ଚଳିତବର୍ଷ ଦିନିକିଆ ବିଶ୍ୱକପ୍ ୨୦୨୩ ର ଆୟୋଜନ ଭାରତରେ ହେଉଛି । ଟୁର୍ଣ୍ଣାମେଣ୍ଟର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆଜି ଘୋଷଣା ହେବ । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଆଉ ଭାରତ ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଉଭୟ ଆଇସିସି ଓ…

ବିଶ୍ବକପ ୨୦୨୩ : କ୍ବାଲିଫାୟର ମ୍ୟାଚରୁ ବାଦ୍‌ ପଡିଲା ୪ଟି ଦେଶ, ଭାଙ୍ଗିଗଲା ବିଶ୍ବକପ୍‌ ଖେଳିବା ସ୍ବପ୍ନ

ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜନ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଆଉ ଏଥିପାଇଁ ୧୮ ଜୁନରୁ ଜିମ୍ବାୱେ ବିଶ୍ବକପ ପାଇଁ କ୍ବାଲିଫାୟାର ମ୍ୟାଚ୍‌ ଖେଳାଯାଉଛି । ୧୦ ଟିମ୍‌ ମଧ୍ୟରେ ଆଉ ବାକି ୨ଟି ସ୍ଥାନ ପାଇଁ କ୍ବାଲିଫାୟାର ଲଢେଇ ଚାଲିଛି । ତେବେ ୪ଟି ଟିମର ବିଶ୍ବକପ ଖେଳିବା ସ୍ବପ୍ନ…

ବିଶ୍ବକପ୍‌ ୨୦୨୩ ପାଇଁ ଖୁବଶୀଘ୍ର ଜାରି ହେବ କାର୍ଯ୍ୟସୂଚୀ, ପିସିବିକୁ ଅଧିକ ସମୟ ଦେବନି ICC

ବିଶ୍ବକପ୍‌ ୨୦୨୩କୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଆଉ ବିଶ୍ବକପ କାର୍ଯ୍ୟସୂଚୀକୁ ଚାହିଁ ରହିଛନ୍ତି। ତେବେ ଖବର ମୁତାବକ, ଆଇସିସି ୨୭ ଜୁନରେ ବିଶ୍ବକପ ୨୦୨୩ କାର୍ଯ୍ୟସୂଚୀ ଘୋଷଣା କରିପାରେ । ଆଉ କାର୍ଯ୍ୟସୂଚୀ ଘୋଷଣା ହେବାର ଠିକ୍‌ ୧୦୦ ଦିନ ପରେ ମେଗା ଇଭେଣ୍ଟ ଆରମ୍ଭ ହେବ ।…

ବିଶ୍ବକପ ୨୦୨୩ ପାଇଁ ଭେନ୍ୟୁ ଘୋଷଣା: ଭାରତରେ ୯ଟି ସ୍ଥାନରେ ଖେଳାଯିବ ମ୍ୟାଚ, ୧୫ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ…

ବିଶ୍ବକପ ୨୦୨୩ର ଆୟୋଜନ ଏଥର ଭାରତରେ ହେବ । ଏହାକୁ ନେଇ ଆଇସିସି ପ୍ରସ୍ତୁତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ, ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ ପାଇଁ ସ୍ଥାନ ଚୟନ ହୋଇଛି । ଖୁବଶୀଘ୍ର ଏହାର ଘୋଷଣା କରାଯିବ । ତେବେ ବିଶ୍ବକପ ପାଇଁ ଚୟନ ହୋଇଥିବା ସ୍ଥାନ ମଧ୍ୟରେ ଅହମଦାବାଦ,…

ବିଶ୍ବକପ ୨୦୨୩  ପାଇଁ ଟିମ୍‌ ଘୋଷଣା କଲା ୱେଷ୍ଟଇଣ୍ଡିଜ, ଦାୟିତ୍ବ ସମ୍ଭାଳିବେ ସାଇ ହୋପ୍‌

ବିଶ୍ବକପ୍‌ ୨୦୨୩ର ଆୟୋଜନ ଚଳିତଥର ଭାରତରେ ହେବ । ଏହାପୂର୍ବରୁ ବିଶ୍ବକପ ୨୦୨୩ କ୍ବାଲିଫାୟର୍ସ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ୱେଷ୍ଟଇଣ୍ଡିଜ ଟିମ୍‌ ଘୋଷଣା କରିସାରିଛି ।  ୱେଷ୍ଟଇଣ୍ଡିଜ ଟିମର ଦାୟିତ୍ବ ସାଇ ହୋପ ନେବେ । ଟିମ୍‌ ପାଇଁ ୩୪ ବର୍ଷୀୟ ଖେଳାଳି ଉପରେ ଭରସା କରିଛନ୍ତି ଚୟନକର୍ତ୍ତା…

ବିଶ୍ୱକପ ୨୦୨୩ରେ ରିଷଭଙ୍କ ସ୍ଥାନ ନେଇପାରନ୍ତି ଜିତେଶ ଶର୍ମା, ବ୍ୟାଟିଂ ଷ୍ଟାଇଲରେ ମାହିଙ୍କୁ କରୁଛନ୍ତି ଫଲୋ

ପଞ୍ଜାବ କିଙ୍ଗସର ଓ୍ଵିକେଟ କିପର ବ୍ୟାଟର ଜିତେଶ ଶର୍ମା ଆଇପିଏଲ ୨୦୨୩ ସିଜିନରେ ଧୂଆଁଦାର ବ୍ୟାଟିଂ କରି ସମସ୍ତଙ୍କ ମନ ଜିତିଛନ୍ତି । ଆଉ ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତ ରହିଛନ୍ତି । ମାତ୍ର ୨୦ ଲକ୍ଷ ଟଙ୍କାରେ ଜିତେଶଙ୍କୁ କିଣିଛି ପଞ୍ଜାବ କିଙ୍ଗସ । ତେବେ ୨୦୨୩ ବିଶ୍ୱକପରେ ରିଷଭଙ୍କ ସ୍ଥାନ…

ବିଶ୍ୱକପ ୨୦୨୩ ପାଇଁ ପ୍ରସ୍ତୁତ ବିସିସିଆଇ, ସର୍ଟଲିଷ୍ଟ କଲା ୨୦ ଜଣ ଖେଳାଳିଙ୍କ ନାମ

ନୂଆବର୍ଷ ଆରମ୍ଭରୁ ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି କରିଛି ବିସିସିଆଇ । ଫିଟନେସ ଦୃଷ୍ଟିରେ ରଖି ୨୦ ଜଣିଆ ଖେଳାଳି ସର୍ଟଲିଷ୍ଟ ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ବିଶ୍ୱକପ ଟିମରେ ସାମିଲ କରାଯିବ। ତେବେ ଏହା ପୂର୍ବରୁ ଏହି ଖେଳାଳିଙ୍କୁ ପର୍ଯ୍ୟାୟ କ୍ରମେ ଭାରତୀୟ ଟିମରେ ଖେଳିବାର ସୁଯୋଗ…