ରାଉରକେଲା : ସଟ୍ଟା ଖେଳବେଳେ ପୋଲିସର ଚଢାଉ, ପ୍ଲାଣ୍ଟସାଇଟ୍ ଅଞ୍ଚଳରୁ ୨ଗିରଫ
ରାଉରକେଲା(କେନ୍ୟୁଜ୍) : ରାଉରକେଲାରେ ବିଶ୍ୱକପ୍ ବେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ । ସଟ୍ଟା ଖେଳବେଳେ ପୋଲିସର ଚଢାଉ। ପ୍ଲାଣ୍ଟସାଇଟ୍ ଅଞ୍ଚଳରୁ ୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୩୧ ଲକ୍ଷ ଟଙ୍କା ସହ ୧୭ଟି ମୋବାଇଲ ଜବତ ହୋଇଛି। ଗିରଫଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ତାଙ୍କ…