Browsing Tag

world cup

ଆଉଟ୍ ହେଲେନି କୋହଲି, ତେଣୁ ମୈଦାନରେ ହାତ ଯୋଡି ଛିଡା ହେଲେ ପାକିସ୍ତାନୀ ବୋଲର୍

ବିଶ୍ୱ କପ୍‌ରେ ଭାରତଠୁ ପାକିସ୍ତାନ ଏମିତି ହାରିଲା ଯେ ସୋସିଆଲ୍ ମିଡିଆରେ ଭିଡିଓ ଥମିବାର ନାଁ ଧରୁନି । ମାଞ୍ଚେଷ୍ଟରରେ ହୋଇଥିବା ମ୍ୟାଚରେ ଜବରଦସ୍ତ ଚାପରେ ଥିଲେ ପାକିସ୍ତାନ ଖେଳାଳି । ଏପରିକି ଏହି ଚାପ ପାକ୍ ଖେଳାଳିଙ୍କୁ ହାତ ଯୋଡିବାରେ ବାଧ୍ୟ କରିଦେଲା । ସେହି ବୋଲରଙ୍କ ଏହି ଭିଡିଓ…

ବିଶ୍ବକପରେ ମୋର୍ଗାନଙ୍କ ବିସ୍ଫୋରକ ବ୍ୟାଟିଂ, ଆଫଗାନିସ୍ତାନକୁ ୧୫୦ ରନରେ ହରାଇ ମ୍ୟାଚ୍ ହାତେଇଲା ଇଂଲଣ୍ଡ

ବିଶ୍ବକପରେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟିଂ । ରନର ପାହାଡ ଆଗରେ ଆଣ୍ଠେଇ ପଡିଲା ଆଫଗାନିସ୍ତାନ । ଆଫଗାନିସ୍ତାନକୁ ୧୫୦ ରନରେ ହରାଇଲା ଟିମ୍ ଇଂଲଣ୍ଡ । ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ ହରାଇ କରିଥିଲା ୩୯୭ ରନ୍ । ତେବେ ୩୯୮ର…

ସରଫରାଜଙ୍କ ବିରୋଧରେ ଷଡଯନ୍ତ୍ର ! କାହିଁକି ହାରିଲା ଟିମ୍ ? ପାକିସ୍ତାନ ଗଣମାଧ୍ୟମ କଲା ଚାଂଚଲ୍ୟକର ଖୁଲସା

ଭାରତ ଠାରୁ ପରାଜୟ ପରାଜୟ ପରେ ପ୍ରଶ୍ନର ପାହାଡ ମଧ୍ୟରେ ଫସି ଯାଇଛି ପାକିସ୍ତାନୀ ଟିମ୍ । ଅନେକ ପୂର୍ବତନ କ୍ରିକେଟର, କ୍ୟାପଟେନ୍ ସରଫରାଜଙ୍କ ନିଷ୍ପତ୍ତି ଏବଂ ଖେଳାଳିଙ୍କ ପ୍ରଦର୍ଶନରେ ସମ୍ପୂର୍ଣ୍ଣ କ୍ଷୁବ୍ଧ । ପରାଜୟ ପରେ ଟିମକୁ ନେଇ ନୂଆ ନୂଆ କାହାଣୀ ଏବଂ ଘଟଣା ଆସୁଛି ସାମ୍ନାକୁ । ଖରାପ…

ପରାଜୟ ପରେ ପାକିସ୍ତାନୀ ପ୍ରଶଂସକଙ୍କ ଲୁହ ପୋଛିଲେ ରଣବୀର, ଭାଇରାଲ୍ ହେଉଛି ବଲିଉଡ୍ ବାଜିରାଓଙ୍କ ନିଆରା ଅନ୍ଦାଜ୍

ନିଜର ଭିନ୍ନ ଅନ୍ଦାଜ ପାଇଁ ବେଶ୍ ଲୋକପ୍ରିୟ ରଣବୀର ସିଂହ । ନିକଟରେ ଭାରତ – ପାକ୍ ମଧ୍ୟରେ ହୋଇଥିବା ଐତିହାସିକ ମ୍ୟାଚ୍ ଦେଖିବା ପାଇଁ ଇଂଲଣ୍ଡରେ ପହଂଚିଥିଲେ ବଲିଉଡର ବାଜିରାଓ । ମ୍ୟାଚ୍ ମଧ୍ୟରେ ଖୁବ୍ ମସ୍ତି କରିଥିଲେ ରଣବୀର । ଯାହାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଧୁମ୍ ମଚାଉଛି ।…

ମୁଁ ପାକିସ୍ତାନ କ୍ରିକେଟ୍ ଟିମର ମା’ ନୁହେଁ : କାହାକୁ ଏମିତି କଡା ଜବାବ୍ ଦେଲେ ସାନିଆ ମିର୍ଜା ?

ବିଶ୍ବକପରେ ଭାରତଠାରୁ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜୟ ହୋଇଛି ପାକିସ୍ତାନ୍ । ଲଗାତାର ସପ୍ତମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ଟିମ୍ ଇଣ୍ଡିଆ । ତେବେ ପାକିସ୍ତାନର ପରାଜୟ ପରେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ପ୍ରକାର ଭିଡିଓ । ଯେଉଁଠି ବିଜୟକୁ ନେଇ ଭାରତରେ ଧୁମଧାମରେ ଖୁସି ପାଳନ…

ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଥର ହରାଇ ଇତିହାସ ରଚିଲା ବାଂଲାଦେଶ

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ବାଂଲାଦେଶ। ୩୨୨ ରନର ବିଶାଳ ବିଜୟ ଲକ୍ଷକୁ ପିଛା କରି ମାତ୍ର ୩ ୱିକେଟ୍ ହରାଇ ବିଜୟ ମୁକୁଟ ପିନ୍ଧିଲା ବାଂଲାଦେଶ। ବାଂଲାଦେଶ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ସାକିବ ଉଲ ହସନ । ସେ ୯୯ ବଲରେ କରିଛନ୍ତି ୧୨୪ ରନ୍ । ଟନଟ୍ରନର କୁପର ଆସୋସିଏଟ୍ସ…

ମ୍ୟାଚ ପୂର୍ବ ଦିନ ରାତିରେ ପାକ ଟିମ ପିଜା ଓ ବର୍ଗର ଖାଇ ମଉଜ କରୁଥିଲେ, ହାରିବା ପରେ ନିଜ ଦେଶରେ ଟ୍ରୋଲ ପାକିସ୍ତାନ…

ବିଶ୍ୱକପ କ୍ରିକେଟ ମହାଯୁଦ୍ଧରେ ଭାରତ ଠାରୁ ପରାଜୟ ପରେ ପାକିସ୍ତାନରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଆରମ୍ଭ ହୋଇଛି ଟୁଇଟର ଓ୍ଵାର । ଖାଲି ଓ୍ଵାର ନୁହେଁ ଭାରତ ସହ ମୁହାଁମୁହିଁ ହେବା ପୂର୍ବରୁ ପାକ ଖେଳାଳିମାନେ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ତାର ଖୁଲାସା…

କୋହଲିଙ୍କ ଏହି ୩ ଐତିହାସିକ ନିଷ୍ପତ୍ତି, ଯାହା ପାକିସ୍ତାନକୁ ଚଟାଇଦେଲା ଧୂଳି

ଆଗକୁ ମାଡିଚାଲିଛି ବିଶ୍ବକପରେ ବିରାଟ ବାହିନୀର ବିଜୟ ରଥ । ପ୍ରଥମେ ଦକ୍ଷିଣ ଆଫ୍ରିକା, ତା ପରେ ଅଷ୍ଟ୍ରେଲିଆ ଆଉ କାଲି ପାକିସ୍ତାନକୁ ଶିକାର କରିଥିଲା ଟିମ୍ ଇଣ୍ଡିଆ । ଲଗାତାର ସପ୍ତମ ଥର ସମ୍ରାଟ ହୋଇଛି ଭାରତ । ବିଶ୍ବକପରେ ଭାରତ ବିପକ୍ଷରେ ଲଗାତାର ସପ୍ତମ ଥର ପରାଜୟ ଗ୍ରହଣ କରିଛି ପାକ୍ ।…

ସପ୍ତମ ଥର ସମ୍ରାଟ ହେଲା ଟିମ୍ ଇଣ୍ଡିଆ, ପାକିସ୍ତାନକୁ ୮୯ ରନରେ ହରାଇ ବିଜୟ ମୁକୁଟ ପିନ୍ଧିଲା ବିରାଟ ବାହିନୀ

ସପ୍ତମ ଥର ବି ସମ୍ରାଟ ହେଲା ଭାରତ । ବିଶ୍ବକପରେ ଲଗାତାର ସପ୍ତମ ଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଆଉ ପିନ୍ଧିଲା ବିଜୟ ମୁକୁଟ । ଆଜି ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କରିଛି ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବିସ୍ଫୋଟକ ବ୍ୟାଟିଂ ଏବଂ ଘାତକ ବୋଲିଂ ଆଗରେ…

ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କଲା ବିରାଟ ବାହିନୀ, ପାକିସ୍ତାନକୁ ଦେଲା ୩୩୭ ରନର ବିଶାଳ ଟାର୍ଗେଟ୍

ବିଗ୍ ସଣ୍ଡେରେ ବିଗ୍ ଫାଇଟ୍ । ବିଶ୍ୱକପରେ ଭାରତ-ପାକିସ୍ତାନ ମହାମୁକାବିଲା । ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କଲା ବିରାଟ ବାହିନୀ । ପାକିସ୍ତାନକୁ ଦେଲା ୩୩୭ ରନର ବିଶାଳ ଟାର୍ଗେଟ୍ । ତେବେ ଭାରତର ସ୍କୋର ୪୭ ଓଭରରେ ୩୦୫ ରନ ହୋଇଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । ଯାହା ଫଳରେ କିଛି ସମୟ…

ଇଂଲଣ୍ଡର ଦମଦାର ପ୍ରଦର୍ଶନ, ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ କଲା ପରାସ୍ତ

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ । ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଲଂଣ୍ଡର ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ୪୪.୪ ଓଭରରେ ମାତ୍ର…