Browsing Tag

world cup

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବାଧକ ସାଜିଛି ବର୍ଷା, ଖରାପ ପାଗ ଯୋଗୁ ଟସ୍‌ରେ ବିଳମ୍ବ

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବର୍ଷା ସାଜିଛି ବାଧକ। ଖରାପ ପାଗ ଯୋଗୁ ଟସ୍‌ ବିଳମ୍ବ ହୋଇଛି। ନଟିଂହାମ୍‌ରେ ଏବେ ବି ବର୍ଷା ଜାରି ରହିଛି। ପିଚ୍‌କୁ ଘୋଡ଼ାଇ ରଖାଯାଇଛି। ଗତ ଦୁଇ ଦିନ ହେବ ନଟିଂହାମ୍‌ରେ ବର୍ଷା ହେଉଥିବାରୁ ଆଉଟ୍‌ ଫିଲ୍ଡ ବି ଓଦା। ଫଳରେ ଆଜିର ମ୍ୟାଚ୍‌ ଖେଳାଯିବା…

ପୁଣି ହାରିଲା ପାକିସ୍ତାନ, ୪୧ ରନରେ ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ

ପୁଣି ହାରିଲା ପାକିସ୍ତାନ । ଅଷ୍ଟ୍ରେଲିଆଠାରୁ ୪୧ ରନରେ ହେଲା ପରାସ୍ତ । ଟଣ୍ଟନର ଦ କୋପର ଆସୋସିଏଟସ୍ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍…

ବିଶ୍ବକପରେ ବିରାଟ ବାହିନୀର ବିଜୟ ଧାରା ଜାରି, କଙ୍ଗାରୁ ଦଳକୁ ୩୬ ରନରେ ମାତ୍ ଦେଲା ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ବିରାଟ ବିଜୟ । ସୁପର ସଣ୍ଡେର ହାଇଭୋଲଟେଜ ମ୍ୟାଚରେ କଙ୍ଗାରୁ ଟିମକୁ ୩୬  ରନରେହରାଇଲା ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବ୍ୟାଟିଂ ଏବଂ ବୋଲିଂ ଆଗରେ ଧରାସାୟୀ ହେଲା ଅଷ୍ଟ୍ରେଲିଆ । ୩୫୨ ରନର ବିଶାଳ ଲକ୍ଷକୁ ପିଛା କରି ମାତ୍ର ୩୧୬  ରନରେସୀମିତ ହୋଇଗଲା…

ଅଷ୍ଟ୍ରେଲିଆ ବିପକ୍ଷରେ ଇଣ୍ଡିଆର ଦମଦାର ବ୍ୟାଟିଂ, କଙ୍ଗାରୁ ଟିମ୍‌ ଆଗରେ ୩୫୩ ରନର ଟାର୍ଗେଟ୍‌

ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲରେ ଟିମ ଇଣ୍ଡିଆର ଧମାଲ । ସୁପର ସଣ୍ଡେର ହାଇଭୋଲଟେଜ ମ୍ୟାଚରେ ୩୫୨ ରନ କରିଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ ଆଗରେ ୩୫୩ ରନର ଟାର୍ଗେଟ ରଖିଛି । ନିର୍ଦ୍ଧାରିତ ଓଭରରେ ଭାରତ ୫ ଓ୍ଵିକେଟ ହରାଇ କରିଛି ୩୫୨ ରନ୍‌ । ଟସ୍‌ ଜିତି ବ୍ୟାଟିଂ କରିଥିଲା ମେଇ ଇନ ବ୍ଲୁ ।…

ଇତିହାସ ରଚିଲେ ରୋହିତ୍, ଭାଙ୍ଗିଲେ ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ

ଇତିହାସ ରଚିଲେ ରୋହିତ୍ । ମାଷ୍ଟରବ୍ଲାଷ୍ଟର ସଚିନଙ୍କୁ ପଛରେ ପକାଇଲେ ହିଟ୍ ମ୍ୟାନ୍ । ପାଂଚ ଥର ବିଶ୍ବବିଜେତା ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ରନ ପୂରଣ କରିଛନ୍ତି ରୋହିତ୍ । ଏହା ସହ ଅଷ୍ଟ୍ରେଲିଆ ବିରୋଧରେ ସବୁଠାରୁ ଦ୍ରୁତ ଗତିରେ ୨୦୦୦ ରନ କରିବାରେ ପ୍ରଥମ ଖେଳାଳି ମଧ୍ୟ ବନି ଯାଇଛନ୍ତି…

୧୫ରନରେ ବିଜୟ ହାସିଲ କଲା ଅଷ୍ଟ୍ରେଲିଆ

ବିଶ୍ବକପରେ ପୂର୍ବରୁ ଭଲ ଖେଳ ପ୍ରଦର୍ଶନ କରିଥିବା ଦୁଇ ପୂର୍ବତନ ଚମ୍ପିଆନ୍ ଦଳ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ମୁକାବିଲା ହୋଇଛି। ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ଯାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ସମସ୍ତ ୱିକେଟ ହରାଇ ହାସଲ…

ୟାଙ୍କୁ ଦରକାର କଶ୍ମୀର . . . . ଲଜ୍ଜାଜନକ ପରାଜୟ ପରେ ସୋସିଆଲ୍‌ ମିଡିଆରେ ଉଡୁଛି ପାକର ମଜାକ୍‌

ବିଶ୍ୱକପର ପ୍ରଥମ ମ୍ୟାଚରୁ ହିଁ ଅତ୍ୟନ୍ତ ଲଜ୍ଜାଜନକ ଭାବରେ ଖେଳିଛି ପାକିସ୍ତାନ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୧୦୫ ରନରେ ଅଲଆଉଟ୍‌ ହୋଇଯାଇଥିଲା । ଆଉ ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୩.୪ ଓଭରରେ ୧୦୬ ରନର ଲକ୍ଷ ହାସଲ କରିନେଇଥିଲା । ତେବେଏହି ଲଜ୍ଜାଜନକ…

ପାକିସ୍ତାନର ଲଜ୍ଜାଜନକ ରେକର୍ଡ, ୭ ୱିକେଟରେ ମ୍ୟାଚ୍ ଜିତିଲା ୱେଷ୍ଟଇଣ୍ଡିଜ୍

ପାକକୁ ପାଣି ପିଆଇଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ମ୍ୟାଚକୁ ଅତ୍ୟନ୍ତ ସହଜରେ କରିନେଲା କବଜା । ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍ । ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍…

ବିଶ୍ବକପର ପ୍ରଥମ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ, ୧୦୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକାକୁ

ବିଶ୍ବକପର ପ୍ରଥମ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ । ୧୦୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକାକୁ । ଇଂଲଣ୍ଡ ଦେଇଥିବା ୩୧୨ ରନର ଲକ୍ଷକୁ ପିଛା କରି ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ୪ର୍ଥ ଓଭରରେ ଆହତ ହୋଇ ପାଭିଲିୟନ୍ ଫେରିଯାଇଥିଲେ ଅମଲା ରିଟାୟର୍ଡ । ଏହା ପରେ ଧୀରେ…

ପ୍ରଥମ ମ୍ୟାଚରୁ ଦମଦାର ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୩୧୨ ରନର ଟାର୍ଗେଟ୍ ଦେଲା ଇଂଲଣ୍ଡ

ଆରମ୍ଭ ହୋଇଯାଇଛି କ୍ରିକେଟର ମହାକୁମ୍ଭ ବିଶ୍ୱକପ୍‌ । ଉଦ୍‌ଘାଟନୀ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ । ଦକ୍ଷିଣ ଆଫ୍ରିକାକୁ ୩୧୨  ରନର ଟାର୍ଗେଟ୍ ଦେଇଛି ଇଂଲଣ୍ଡ । ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

୨୦୦୩ ରେ ଟିମ୍ ଇଣ୍ଡିଆ ଜିତିପାରିଥାନ୍ତା World Cup, କିନ୍ତୁ ଗାଙ୍ଗୁଲିଙ୍କ ଗୋଟିଏ ଭୁଲ୍ ଭାଙ୍ଗିଦେଲା ଦେଶବାସୀଙ୍କ…

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଆରମ୍ଭ ହୋଇଯିବ କ୍ରିକେଟ ମହାକୁମ୍ଭ । ବିଶ୍ବବିଜେତା ହେବା ପାଇଁ ସାମ୍ନାସାମ୍ନି ହେବାର ବିଶ୍ବର ବଡ଼ ବଡ଼ ଦଳ । ୪୬ ଦିନ ପର୍ଯ୍ୟନ୍ତ ୧୧ଟି ମୈଦାନରେ ୧୦ଟି ଟିମ୍ ମଧ୍ୟରେ ହେବ ୪୮ ମୁକାବିଲା । ୫ ଜୁନରେ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଅଭିଯାନ ଆରମ୍ଭ କରିବ…

୮ ବର୍ଷ ପୂର୍ବେ ଚାମ୍ପିୟନ୍ ଭାରତ ପାଇଁ ମାରିଥିଲେ ତାଳି, ଏବେ ଖେଳିବେ ବିଶ୍ବକପ୍

୮ ବର୍ଷ ପୂର୍ବେ ଭାରତ ଯେତେବେଳେ ଦ୍ବିତୀୟ ବିଶ୍ବ କପ୍ ଜିତିଥିଲା ସେତେବେଳେ ନିଜ ସାଙ୍ଗ ମାନଙ୍କ ସହ ଟିଭି ଆଗରେ ବସି ଟିମ୍ ଇଣ୍ଡିଆକୁ କରୁଥିଲେ ଚିୟର୍ । ସ୍ବପ୍ନରେ ବି ଭାବି ନଥିଲେ ଯେ ସେ କେବେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ । ହେଲେ ଏବେ ନା କେବଳ ଟିମ୍ ଇଣ୍ଡିଆର ଏକ ଅଭିନ୍ନ ଅଙ୍ଗ ବରଂ…