ପୃଥିବୀର ସବୁଠାରୁ ଶୁଷ୍କ ସ୍ଥାନ ଯେଉଁଠାରେ ଲକ୍ଷ ଲକ୍ଷ ବର୍ଷ ଧରି ହୋଇନି ବର୍ଷା, ମଙ୍ଗଳ ଗ୍ରହ ସହିତ କରାଯାଏ ତୁଳନା
ସମସ୍ତଙ୍କ ପାଇଁ ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆପଣ ପୃଥିବୀର ଏକ ଏଭଳି ସ୍ଥାନ ବିଷୟରେ ଜାଣିଛନ୍ତି କି ଯେଉଁଠାରେ ୧୦ ଲକ୍ଷ ବର୍ଷ ଧରି ବର୍ଷା ହୋଇନାହିଁ । ଯେଉଁ କାରଣରୁ ବୈଜ୍ଞାନିକମାନେ ଏହି ସ୍ଥାନକୁ ମଙ୍ଗଳ ସହିତ ତୁଳନା କରନ୍ତି । ପୃଥିବୀରେ ଏପରି ଏକ ସ୍ଥାନ ଯେଉଁଠାରେ ୧୦…