Browsing Tag

world elephant day

ଦେଶରେ ହାତୀ ମୃତ୍ୟୁ ସଂଖ୍ୟାରେ ଓଡିଶା ନଂ ୧, ଢେଙ୍କାନାଳରେ ରହିଛନ୍ତି ସର୍ବାଧିକ ହାତୀ

ଢେଙ୍କାନାଳ : ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ହସ୍ତୀ ଦିବସ ଅବସରରେ କପିଳାସ ଠାରେ ଥିବା ହାତୀ ଉଧାର କେନ୍ଦ୍ରରେ ପ୍ରତିବର୍ଷ ଭଳି ପାଳିତ ହେଉଛି ହାତୀ ଦିବସ । ହାତୀ ମାନଙ୍କୁ ସୁସଜିତ କରି ବିଭିନ୍ନ ସୁସ୍ଵାଦ ଫଳ ଖାଇବାପାଇଁ ଦିଆ ଯାଇଥାଏ । ଜିଲ୍ଲାରେ କପିଳାସ, ସଦର, ଷଡ଼ଙ୍ଗୀ , ହିନ୍ଦୋଳ…

ଏମିତି ଏକ ହାତୀ ଯିଏ ୬୫ ବୟସରେ ବି ଶିମିଳିପାଳକୁ ଦେଉଛି ସୁରକ୍ଷା, ନେଇଛି ସ୍ୱତନ୍ତ୍ର ତାଲିମ

କରଞ୍ଜିଆ: ଆଜି ବିଶ୍ୱ ପାଳନ କରୁଛି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ଜାଣିବା ଏମିତି ଏକ ହାତୀ ବିଷୟରେ ଯିଏକି ୬୫ ବୟସରେ ବି ଶିମିଳିପାଳକୁ ସୁରକ୍ଷା ଦେଉଛି । ମାଓବାଦୀ ଗୁଳି ଖାଇ ମଧ୍ୟ ଶିମିଳିପାଳକୁ ସୁରକ୍ଷା ଯୋଗାଇ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ । ଏସିଆର ଦିତୀୟ ଜୈବ ମଣ୍ଡଳ…

ଆଜି ବିଶ୍ଵ ହସ୍ତୀ ଦିବସ: ହାତୀ ଏବଂ ମଣିଷ ଭିତରେ ଥିବା ନିବିଡ ସମ୍ପର୍କର ଉଦାହରଣ ସୃଷ୍ଟି କରିଛି ଜାମୁତି ଗାଁ

କରଞ୍ଜିଆ(କେନ୍ୟୁଜ୍): ଆଜି ବିଶ୍ଵରେ ପାଳିତ ହେଉଛି ବିଶ୍ଵ ହସ୍ତୀ ଦିବସ। ମଣିଷ ଏବଂ ହାତୀ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ପାଇଁ ପ୍ରତି ବର୍ଷ ପାଳନ ହେଇଥାଏ ବିଶ୍ଵ ହସ୍ତୀ ଦିବସ । ତେବେ ହାତୀ ଏବଂ ମଣିଷ ଭିତରେ ଥିବା ନିବିଡ ସମ୍ପର୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଜାମୁତି ଗାଁ । ଏହି…

ଆଜି ବିଶ୍ୱ ହସ୍ତୀ ଦିବସ: ଜନବସତି ମୁହାଁ ହାତୀ, ଚଳିତ ବର୍ଷର ପ୍ରଥମ ତିନି ମାସରେ ଗଲାଣି ୫୭ ଜୀବନ

(କେନ୍ୟୁଜ): ଆଜି ବିଶ୍ବ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ଓ ସଚେତନା ପାଇଁ ୨୦୧୨ ଅଗଷ୍ଟରୁ ପାଳିତ ହୋଇ ଆସୁଛି ବିଶ୍ବ ହସ୍ତୀ ଦିବସ । ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ହେଉଛନ୍ତି ଗଜରାଜ । ଖାଦ୍ୟ ଅନ୍ବେଷଣରେ ଜନବସତିରେ ପଶୁଛନ୍ତି । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଛି । ଫସଲ ପାଇଁ…

ଆଜି ହେଉଛି ବିଶ୍ଵହସ୍ତୀ ଦିବସ, ପରିବେଶ ସନ୍ତୁଳନ ରକ୍ଷାରେ ରହିଛି ହାତୀର ପ୍ରମୁଖ ଭୂମିକା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ହେଉଛି ବିଶ୍ଵହସ୍ତୀ ଦିବସ। ପ୍ରତିବର୍ଷ ଅଗଷ୍ଟ ୧୨ କୁ ବିଶ୍ଵ ହସ୍ତୀ ଦିବସ ରୂପେ ପାଳନ କରାଯାଏ। ଦିନଥିଲା କୁହାଯାଉଥିଲା ହାତୀ ହେଉଛି ମଣିଷର ବନ୍ଧୁ। କିନ୍ତୁ ପରିବର୍ତ୍ତିତ ସମୟରେ ଏବେ ମଣିଷର ବଡ ଶତ୍ରୁ ଭାବେ ହାତୀକୁ ଗଣନା କରାଯାଉଛି। ପରିବେଶ ସନ୍ତୁଳନରେ…

ବିଶ୍ୱ ହସ୍ତୀ ଦିବସ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଭଲ କାମ କରିଥିବା କର୍ମଚାରୀ ହେଲେ ପୁରସ୍କୃତ

ଆଜି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ହସ୍ତୀ ଦିବସ ଭାବେ ପାଳନ କରାଯାଇଥାଏ । ଭୁବନେଶ୍ୱର ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହାତୀମାନଙ୍କୁ କଦଳୀ, ନଡିଆ ଓ ସେଓ…

ହାତୀଙ୍କ ପାଇଁ ଦିନଟିଏ : ଆଜି ବିଶ୍ୱ ହସ୍ତୀ ଦିବସ

ଭାରତୀୟ ସଂସ୍କୃତି ଅନୁଯାୟୀ ହାତୀକୁ ଭଗବାନ ଗଣେଶଙ୍କ ବାହାନ କୁହାଯାଇଥାଏ। ଦେଶରେ ବହୁଳ ଭାବେ ବଢ଼ୁଥିବା ଜନବସତି ପାଇଁ ହାତୀଙ୍କ ଜୀବନ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଏମାନଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱ…