Browsing Tag

world famous ratha yatra

ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶରଧାବାଲି

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ। ହରିବୋଲ ଶବ୍ଦରେ କମ୍ପି ଉଠୁଛି…

ଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା ଆରମ୍ଭ, ବଡଦାଣ୍ଡରେ ଗଡିଲା ରଥ

ପୁରୀ: ବଡଦାଣ୍ଡରେ ଗଡିଲା ରଥ । ପ୍ରଥମେ ବଡ ପ୍ରଭୁ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଛି। ବିନା ଭକ୍ତରେ ଆଗକୁ ଆଗକୁ ଗଡି ଚାଲିଛି ରଥ । ଆଗେ ଆଗେ ଗଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ୱଜ…

ଆଜି ରଥଯାତ୍ରା: ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବାପରେ ଚାଲିଛି ବଳଭଦ୍ରଙ୍କ ପହଣ୍ଡି ବିଜେ

ପୁରୀ: ଆଜି ରଥଯାତ୍ରା । ରତ୍ନ ଦେବୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଖାଯିବନି ଭକ୍ତଙ୍କ ଭିଡ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ଯକ ସେବାୟତଙ୍କୁ ନେଇ ଚାଲିଛି ସମସ୍ତ ନୀତିକାନ୍ତି । ଭୋର ୩ଟାରୁ ମହାପ୍ରଭୁଙ୍କର…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ: ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା…

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ। ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ଲାଗିପଡିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ, ରୂପକାର ଓ ସେବକ। ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି। ଏଥିସହ ପ୍ରତ୍ୟେକ ରଥର…

ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ, ଅତିରିକ୍ତ ନିର୍ଦ୍ଦେଶକ…

ପୁରୀ: ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ସ୍ୱାସ୍ଥ୍ୟଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଲିଆଜନିଂ…