Browsing Tag

world largest khadi tricolor

ସେନା ଦିବସରେ ଭାରତ- ପାକିସ୍ତାନ ବର୍ଡରରେ ଉଡ଼ିଲା ଦେଶର ବୃହତ୍ତମ ଖଦି ତ୍ରିରଙ୍ଗା, ଯାହାର ଓଜନ ରହିଛି ୧୪୦୦ କିଲୋ, ଫଟୋ…

ଜାନୁଅ।ରୀ  ୧୫ ମାନେ ଗତ କାଲି ସାରା ଦେଶରେ ଭାରତୀୟ ସେନା ଦିବସ ପାଳନ ହୋଇଥିଲା । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ହୋଇଥିଲା ।…