ବ୍ରିଟିଶ୍ ମିଡିଆର ଆଶ୍ଚର୍ଯ୍ୟଜନକ ଦାବି: ନିଜର ଆହତ ସୈନିକଙ୍କୁ ଚିକିତ୍ସା ପରିବର୍ତ୍ତେ ଗୁଳି ମାରି ହତ୍ୟା କରୁଛନ୍ତି…
ଅନେକ ମାସ ହେବ ଜାରି ରହିଛି ରୁଷ୍-ୟୁକ୍ରେନ ଯୁଦ୍ଧ। ତଥାପି କେହି କାହାକୁ କମ୍ ପଡ଼ୁ ନାହାନ୍ତି। ରୁଷ୍ ଆକ୍ରମଣର ଲଗାତାର ଜବାବ ଦେଇ ଚାଲିଛି ୟୁକ୍ରେନ। ତେବେ ଏହି ଯୁଦ୍ଧ ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ହୁଏତ ସମସ୍ତଙ୍କୁ ସ୍ତବ୍ଧ କରିଦେବ। ଖବର ରହିଛି ଯେ ୟୁକ୍ରେନ ଯୁଦ୍ଧରେ ଆହତ ନିଜର…