Browsing Tag

world news

ସମୁଦ୍ର ମଝିରେ କାର୍ଗୋ ଜାହାଜରେ ଲାଗିଲା ଭୀଷଣ ନିଆଁ, ୩୦୦୦ କାର୍‌ ପାଉଁଶ; ଜଣେ ମୃତ

ନେଦରଲ୍ୟାଣ୍ଡରେ ବୁଧବାର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ୩୦୦୦ କାର୍ ନେଇ ଯାଉଥିବା ଏକ କାର୍ଗୋ ଜାହାଜରେ ହଠାତ୍‌ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଏଥିରେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ନେଦରଲ୍ୟାଣ୍ଡ ଉପକୂଳ ନିକଟରେ ଘଟିଛି। ତଟରକ୍ଷୀ…

ମସ୍କୋର ସପିଂ ମଲ୍‌ରେ ଫାଟିଲା ଗରମ ପାଣିର ପାଇପ୍‌ଲାଇନ, ଫୁଟନ୍ତା ପାଣିରେ ପଡ଼ି ୪ ଜଣଙ୍କ ପ୍ରାଣ ଗଲା

ପଶ୍ଚିମ ମସ୍କୋର ଏକ ସପିଂ ମଲ୍‌ରେ ଗରମ ପାଣିର ପାଇପ୍ ଫାଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ମେୟର ସର୍ଗେଇ ସୋବୟାନିନ୍‌ ଏହି ସୂଚନା ଦେଇଛନ୍ତି। ମେୟର ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି ଯେ ସପିଂ ସେଣ୍ଟରରେ ହୋଇଥିବା ଏହି ଦୁଃଖଦ ଘଟଣା ୪…

ସାଉଦି ପୋଷାକ ପିନ୍ଧି ବିଳାସପୂର୍ଣ୍ଣ କାର୍‌ କିଣିବା ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଏମିରାତି ସମାଜକୁ ଅପମାନିତ କରିବା…

ନିକଟରେ ସାଉଦି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଭିଡିଓରେ ବ୍ୟକ୍ତି ଜଣକ ଶହ ଶହ ବିଡ଼ା ନୋଟ୍ ସହିତ ଏକ କାର୍ ଶୋ’ ରୁମ୍‌ରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଥିଲା ।…

ପାକିସ୍ତାନ: କାର୍‌ ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ; ୭ ମୃତ, ୧୪ ଆହତ

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପଞ୍ଜାବର ସରଗୋଧା ଜିଲ୍ଲାର ଭଲୱାଲ ତହସିଲସ୍ଥିତ ସରକାରୀ କଲେଜ ନିକଟରେ ଏହି ଘଟଣା ଘଟିଛି। ଏଠାରେ ପାର୍କିଂ ହୋଇଥିବା ଏକ କାର୍‌ ଭିତରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଅଧିକାରୀମାନେ କହିଛନ୍ତି। ଏଥିରେ…

ମେଳାରେ ଖରାପ ହେଲା ରୋଲର୍‌ କୋଷ୍ଟର୍‌, ୩ ଘଣ୍ଟା ପବନରେ ତଳକୁ ଝୁଲି ରହିଲେ ପିଲା…ଦେଖନ୍ତୁ ଭିଡିଓ

ଯଦି ଆପଣ ରୋଲର୍‌ କୋଷ୍ଟର ରାଇଡ୍‌ ନେବା କଥା ଭାବୁଛନ୍ତି, ତା’ ହେଲେ ମଜଭୁତ କଲିଜା ଥିବା ଦରକାର। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମମୂଳ ଟାଙ୍କୁରି ଉଠିବ। ଦାବି କରାଯାଉଛି ଯେ ଏହି ଘଟଣା ଆମେରିକାର ୱିସ୍କୋନ୍ସିନ୍‌ରେ ଘଟିଛି।…

ପାକିସ୍ତାନରେ ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା, ବନ୍ଧୁକଧାରୀ ଘର ଭିତରେ ପଶି ମାରିଥିଲେ ଗୁଳି

ପାକିସ୍ତାନର ଖେବର୍‌ ପଖତୁନଖୱା ପ୍ରଦେଶରେ ବୁଧବାର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। କିଛି ବନ୍ଧୁକଧାରୀ ଅଜଣା ବ୍ୟକ୍ତି ଘର ଭିତରେ ପଶି ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା କରିଛନ୍ତି। ଘଟଣା ଘଟାଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୬…

ପାକିସ୍ତାନ: ଇସ୍‌ଲାମାବାଦ-ଲାହୋର ରାଜପଥରେ ଓଲଟିଲା ବସ୍‌; ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଇସଲାମାବାଦ-ଲାହୋର ରାଜପଥରେ ଏହି…

ଭୀଷଣ ଗରମରେ ଚାଲିଥିଲା ପରେଡ୍‌ ଅଭ୍ୟାସ, ପ୍ରିନ୍ସ ୱିଲିୟମ୍‌ଙ୍କ ସାମ୍ନାରେ ବେହୋସ୍‌ ହୋଇ ପଡ଼ିଲେ ୩ ସୈନିକ

ଲଣ୍ଡନରେ ବାର୍ଷିକ ‘ଟ୍ରୁପିଙ୍ଗ୍‌ ଦ କଲର୍‌ ପରେଡ୍‌’ ପାଇଁ ପ୍ରସ୍ତୁତି ବେଳେ ରୟାଲ ଗାର୍ଡସ୍‌ର ୩ ସୈନିକ ବେହୋସ୍‌ ହୋଇ ପଡ଼ିଥିଲେ। ସେମାନେ ୮୮ ଡିଗ୍ରୀ ଫାରେନ୍‌ହାଇଟ୍‌ ତାପମାତ୍ରାରେ ପରେଡ୍‌ ରିହର୍ସାଲରେ ନିୟୋଜିତ ହୋଇଥିଲେ। ଏହି ସମୟରେ କିଙ୍ଗ୍‌ ଚାର୍ଲ୍ସଙ୍କ ବଡ଼ ପୁଅ ପ୍ରିନ୍ସ ୱିଲିୟମ୍…

ଐତିହ୍ୟର ମୂଲ୍ୟ ବୁଝିଲେନି, ମଲ୍‌ ନିର୍ମାଣ ପାଇଁ ଓପାଡ଼ି ପକାଇଲେ ୭୦୦୦ ବର୍ଷ ପୁରୁଣା ପଥର

ଫ୍ରାନ୍ସର ବ୍ରିଟିଶ ଅଞ୍ଚଳରେ ଗୋଟିଏ ସରଳରେଖାରେ ଛିଡ଼ା ହୋଇଥିବା ଲମ୍ବା ପଥରଗୁଡ଼ିକ ଶତାବ୍ଦୀ ଧରି ଲୋକଙ୍କୁ ଚକିତ କରିଆସୁଛି। Alignment de Carnacର ଏହି ପଥରଗୁଡ଼ିକ ବହୁତ ସୁନ୍ଦର ଭାବରେ ବିଗତ ୭୦୦୦ ବର୍ଷ ଧରି ଧାଡ଼ିରେ ରହିଛି। ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସି ଏହି…

ବାଂଲାଦେଶର ଦକ୍ଷିଣ ସୁର୍‌ମାରେ ଭୀଷଣ ଦୁର୍ଘଟଣା, ୧୩ ମୃତ

ବାଂଲାଦେଶର ଦକ୍ଷିଣ ସୁରମା ଉପଜିଲ୍ଲାର ନଜିର୍‌ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ସହ ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ପାଖାପାଖି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ମଧ୍ୟ ହୋଇଛନ୍ତି। ସିଲହଟ-ଢାକା ରାଜପଥରେ ଟ୍ରକ୍‌ ଓ ପିକ୍‌ଅପ ଭ୍ୟାନ୍‌ ମଧ୍ୟରେ…

ଭାରତ, ପାକିସ୍ତାନ, ଚୀନ୍‌ ସମେତ ୮ ଦେଶରେ ଭୂମିକମ୍ପ ଝଟ୍‌କା, ତୀବ୍ରତା ୬.୩

ଭାରତ, ପାକିସ୍ତାନ, ଚୀନ୍ ସମେତ ୮ ଦେଶରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ରହିଛି ୬.୩। ଭାରତର ପଞ୍ଜାବ, ଜମ୍ମୁ-କାଶ୍ମୀର ଏବଂ ହରିୟାଣାରେ କମ୍ପନ ଅନୁଭୂତ ହୋଇଛି। ଭାରତୀୟ…

ବ୍ରିଟେନରେ ୧୪୩ କୋଟିରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା, ଭାଙ୍ଗିଲା ସମସ୍ତ ରେକର୍ଡ

୧୮ଶ ଶତାବ୍ଦୀର ମୈସୁରର ଶାସକ ଟିପୁ ସୁଲତାନଙ୍କ ‘ବେଡ୍‌ଚାମ୍ବର ଖଣ୍ଡା’କୁ ବ୍ରିଟେନରେ ନିଲାମ କରାଯାଇଛି। ଖଣ୍ଡାର ନିଲାମୀ ଭାରତୀୟ ବସ୍ତୁର ନିଲାମ ପାଇଁ ଥିବା ସମସ୍ତ ରେକର୍ଡକୁ ଭାଙ୍ଗିଦେଇଛି। ଚଳିତ ସପ୍ତାହରେ ହୋଇଥିବା ଇସଲାମିକ୍ ଏବଂ ଭାରତୀୟ କଳା ବିକ୍ରିରେ ଏହି ଖଣ୍ଡା ୧.୪ କୋଟି…