Browsing Tag

world news

ଏଲ୍-ନିନୋର ପ୍ରଭାବ; ଚଳିତ ବର୍ଷ ଭୟଙ୍କର ଉତ୍ତାପରେ ସିଝିବେ ସମଗ୍ର ବିଶ୍ୱବାସୀ!

ଚଳିତ ବର୍ଷ ଭୟଙ୍କର ଉତ୍ତାପରେ ସିଝିବେ ସମଗ୍ର ବିଶ୍ୱବାସୀ। ଏହା ସହିତ ଦେଶରେ ବର୍ଷା ମଧ୍ୟ ଦୁର୍ବଳ ହୋଇପାରେ। ଏହାର କାରଣ ହେଉଛି ଏଲ୍-ନିନୋ (El-Nino)। ଆମେରିକାର ମହାକାଶ ଏଜେନ୍ସି ‘ନାସା’ ସେଣ୍ଟିନେଲ-୬ ମାଇକେଲ ଫ୍ରିଲିଶ୍‌ ଉପଗ୍ରହ ମାଧ୍ୟମରେ ପୃଥିବୀରେ ଗରମ ତରଙ୍ଗ ପ୍ରବାହିତ ହେଉଥିବାର…

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦ରୁ ୪୦ ଆତଙ୍କବାଦୀ! ଇନ୍‌ପୁଟ ମିଳିବା ପରେ ମିଲିଟାରୀ ଅପରେସନ ପାଇଁ ପ୍ରସ୍ତୁତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଏବେ ଇମ୍ରାନଙ୍କ ଘରକୁ ପୋଲିସ ଟିମ୍‌ ଘେରି ନେଇଛି। ପାକିସ୍ତାନର ପଞ୍ଜାବ ସରକାରଙ୍କ କହିବା ହେଲା, ଇମ୍ରାନଙ୍କ ଜମାନ୍‌ ପାର୍କସ୍ଥିତ ଘରେ…

ବୁର୍କିନା ଫାସୋରେ ଆତଙ୍କୀ ଆକ୍ରମଣ: କ୍ଷେତରେ କାମ କରୁଥିବା ବେଳେ ଚାଷୀଙ୍କ ଉପରେ ଆଖିବୁଜା ଗୁଳି, ୪୧ ମୃତ

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ବୋଉକଲ୍‌ ଡୁ ମାହାନ୍‌ ଅଞ୍ଚଳର ଚାଷୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ପରଠାରୁ ଉକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବୋଉକଲ୍‌ ଡୁ ମାହାନ୍‌ ଅଞ୍ଚଳର ରାଜ୍ୟପାଳ ଏହି ସୂଚନା…

ଭୋକରେ ରହିଲେ ଯୀଶୁଙ୍କ ସହ ହେବ ଭେଟ…! କେନିଆରେ ମୃତକଙ୍କ ସଂଖ୍ୟା ୨୦୦ ଟପିଲା

କେନିଆର ଶାକାହୋଲା ଜଙ୍ଗଲରୁ ମିଳୁଥିବା ମୃତଦେହ ସଂଖ୍ୟା ୨୦୧ରେ ପହଞ୍ଚିଛି। ଏବେ ବି ଆଖପାଖ ଅଞ୍ଚଳରୁ ଆହୁରି ଅନେକ ଲୋକ ନିଖୋଜ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଶନିବାର କବର ଭିତରୁ ୨୨ ମୃତଦେହ ବାହାର କରାଯାଇଛି। ଏହି ମାମଲାରେ କେନିଆ କୋର୍ଟ ସ୍ଥାନୀୟ ଏକ ଚର୍ଚ୍ଚର ପାଦ୍ରୀ ପଲ୍…

ଇଟାଲୀର ମିଲାନ୍‌ରେ ଭୟଙ୍କର ବିସ୍ଫୋରଣ, ଅନେକ ଗାଡ଼ି ଜଳି ପାଉଁଶ

ଇଟାଲୀର ମିଲାନ୍‌ ସହରରେ ଜୋର୍‌ଦାର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଆଖାପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। କୁହାଯାଉଛି କି, ପାର୍କିଂରେ ଛିଡ଼ା ହୋଇଥିବା ଏକ ଭ୍ୟାନ୍‌ରେ ଏହି ବିସ୍ଫୋରଣ ହୋଇଛି। ସୂଚନା ମୁତାବକ, ମିଲାନ୍‌ର ପୋର୍ଟା ରୋମାନା…

କାନାଡା: ହୁ ହୁ ଜଳୁଛି ଅଲ୍‌ବର୍ଟାର ଜଙ୍ଗଲ, ନିୟନ୍ତ୍ରଣ ବାହାରେ ସ୍ଥିତି; ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି

କାନାଡାର ଅଲବର୍ଟା ପ୍ରଦେଶରେ ଅବସ୍ଥିତ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଫଳରେ ହଜାର ହଜାର ଲୋକଙ୍କୁ ଭୂମିହୀନ ହେବାକୁ ପଡ଼ିଛି। ଏଥିଯୋଗୁ ୟୁନାଇଟେଡ୍ କଞ୍ଜର୍ଭେଟିଭ୍‌ ପାର୍ଟି ମୁଖ୍ୟ ଡାନିଏଲ୍ ସ୍ମିଥ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନିଆଁ ଅନିୟନ୍ତ୍ରିତ ବେଗରେ ଜଙ୍ଗଲକୁ ନିଜ…

ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ୍‌! କ୍ରେମ୍‌ଲିନରେ ମାଡ଼ କଲା ଡ୍ରୋନ୍‌

ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ। କିଭ୍ ଏହି ପ୍ରୟାସ କରିଥିବା ଅଭିଯୋଗ କରିଛି ରୁଷ। ଡ୍ରୋନ୍ ଜରିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଇଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଜରିଆରେ ଆକ୍ରମଣ କରି ପୁଟିନଙ୍କୁ ହତ୍ୟା ପାଇଁ କିଭ୍ ଉଦ୍ୟମ କରିଥିବା କୁହାଯାଇଛି। ଏହି ଆକ୍ରମଣ…

ସର୍ବିୟା: ସ୍କୁଲରେ ଆତଙ୍କରାଜ ଚଳାଇଲେ ୭ମ ଶ୍ରେଣୀ ଛାତ୍ର, ଗୁଳିମାଡ଼ରେ ୮ ଛାତ୍ରଙ୍କ ସହ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ସର୍ବିୟାର ରାଜଧାନୀ ବେଲ୍‌ଗ୍ରେଡରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ନିଜ ବିଦ୍ୟାଳୟରେ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଏଥିରେ ୮ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୋଲିସ ଉକ୍ତ ବନ୍ଧୁକଧାରୀ ଛାତ୍ରଙ୍କୁ ଅଟକ ରଖିଛି। ବୁଧବାର ସକାଳ ୮ଟା…

ରୁଷୀୟ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ସଂଗ୍ରହାଳୟ ଧ୍ୱଂସ, ଜଣେ ମୃତ; ୧୦ରୁ ଅଧିକ ଆହତ

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିବାର ନାମ ନେଉନାହିଁ। ଦିନକୁ ଦିନ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ସମୟ ମଧ୍ୟରେ ଉଭୟ ଦେଶର ପାଖାପାଖି ଲକ୍ଷାଧିକ…

ଅପରେସନ୍‌ କାବେରୀ: ସୁଦାନ ବନ୍ଦରରେ ପହଞ୍ଚିଲେ ୫୦୦ ଭାରତୀୟ, ବାକିମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ରହିଛି ବିମାନ,…

ହିଂସାଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ସରକାର ସେନା ସହ ମିଶି ଆରମ୍ଭ କରିଛନ୍ତି ‘ଅପରେସନ୍‌ କାବେରୀ’। ଏହି ଅଭିଯାନ ଅଧୀନରେ ସୁଦାନ ବନ୍ଦରରେ ପହଞ୍ଚିଛନ୍ତି ୫୦୦ ଭାରତୀୟ। ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ…

କେନିଆରେ ଅନ୍ଧବିଶ୍ୱାସ ନେଲା ୪୭ ଜଣଙ୍କ ଜୀବନ, ସ୍ୱର୍ଗକୁ ଯାଇ ଯୀଶୁଙ୍କୁ ଭେଟିବା ଆଶାରେ ଭୋକିଲା ରହିଥିଲେ ଲୋକେ

ଆଫ୍ରିକୀୟ ଦେଶ କେନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପାଦ୍ରୀଙ୍କ କହିବା ଅନୁସାରେ, ୪୭ ଜଣ ଲୋକ ଭୋକରେ ରହି ନିଜ ଜୀବନ ହାରିଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ପାଦ୍ରୀଙ୍କ ଜମିରୁ ହିଁ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସକୁ ଆହୁରି ଅଧିକ ମୃତଦେହ…

ଆମେରିକାରେ ମାଷ୍ଟର ଡିଗ୍ରୀ ପୂରା ହେବାକୁ ଥିଲା ମାତ୍ର ୧୦ ଦିନ, ଡ୍ୟୁଟି ସମୟରେ ଗୁଳି ବାଜି ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ପାଠପଢ଼ା ଶେଷ କରିବାକୁ ଆମେରିକା ଯାଇଥିବା ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ର ବନ୍ଧୁକ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ଛାତ୍ର ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ ଏବଂ ଆମେରିକାରେ ନିଜ ମାଷ୍ଟର ଡିଗ୍ରୀ ପୂରା କରୁଥିଲେ। ଅଧ୍ୟୟନ ପୂରା ହେବାକୁ ଆଉ ମାତ୍ର ୧୦ ଦିନ ବାକି ଥିଲା। ଆମେରିକାର ଓହିୟୋ…