ବିଶ୍ୱ କବି ମହାକୁମ୍ଭ ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଲେ ପ୍ରଖ୍ୟାତ କବି…
ଭୁବନେଶ୍ବର(କେନ୍ୟୁଜ୍): ଅକ୍ଟୋବର ୨ ତାରିଖରୁ ୬ ତାରିଖ ଯାଏଁ କିଟ୍ ପରିସରରେ ଆୟୋଜିତ ହୋଇଥିଲା ବିଶ୍ୱ କବି ମହାକୁମ୍ଭ । କିଟ୍, କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ସମ୍ମିଳନୀ ଆୟୋଜନ କରି କଳା, ସଂସ୍କୃତି, ସାହିତ୍ୟ ଓ…