ବିଶ୍ୱକପ୍ରେ ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନଙ୍କ ଛଅ ବର୍ଷା, ଗୋଟିଏ ଇନିଂସରେ ୧୭ଟି ଛକ୍କା ମାରି ବିଶ୍ୱ ରେକର୍ଡ
ବିଶ୍ୱକପ୍ରେ ଇଓନ ମୋର୍ଗାନଙ୍କ ଦ୍ୱାରା ଛକା ବର୍ଷା । ଦିନିକିଆ ମ୍ୟାଚର ଗୋଟିଏ ଇନିଂସରେ ୧୭ଟି ଛକ୍କା ମାରିଛନ୍ତି। ବିଶ୍ୱକପ୍ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଇଓନ ମୋର୍ଗାନ ୭୧ ବଲରେ ୧୪୮ ରନ କରଥିଲେ। କେବଳ ୧୭ଟି ଛକ୍କା ମାରି ୧୦୨ ରନ କରିଥିଲେ ମୋର୍ଗାନ। ଦିନିକିଆରେ ଛକ୍କା ମାରିବାରେ…