Browsing Tag

worldcup 2019

ମ୍ୟାଚ୍ ଜିତିଲା ପାକ୍ କିନ୍ତୁ ମନ ଜିତିଲେ ପ୍ରଶଂସକ, ଷ୍ଟାଡିୟମରେ ପଡିଥିବା ମଇଳା ସଫା କଲେ ପାକିସ୍ତାନୀ

ଭାରତଠୁ ହାରିବା ପରେ ପାକିସ୍ତାନ ଟିମ୍ ଏବଂ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଟ୍ରୋଲ୍ କରିଥିଲା ସୋସିଆଲ୍ ମିଡିଆ । ମ୍ୟାଚ୍ ପରେ କେହି ଫ୍ୟାନ୍ କାନ୍ଦୁଥିବାର ତ କେହି ଟିଭି ଭାଙ୍ଗୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏସବୁ ମଧ୍ୟରେ ଆଉ ଏକ ଭିଡିଓ ଆସିଛି ସାମ୍ନାକୁ । ଯାହାକୁ ଦେଖିବା ପରେ…

ଟସ୍ ଜିତିଲା ଇଂଲଣ୍ଡ, ଫିଲ୍ଡିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ

ସୁପର ସଣ୍ଡେରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ସେମିଫାଇନାଲ ରେସରେ ରହିବାକୁ ହେଲେ ଇଂଲଣ୍ଡକୁ ଆଜିର ମ୍ୟାଚ୍ ଯାହା ବି ହେଲେ ଜିତିବାକୁ ପଡିବ । ଭାରତୀୟ ମାନଙ୍କ ମଧ୍ୟରେ ଇଣ୍ଡିଆର ସମସ୍ତ ମ୍ୟାଚକୁ ନେଇ ଉତ୍ସାହ ରହିଥାଏ।ଏହି ପଡିଆରେ ଭାରତର ରେକର୍ଡ ବହୁତ ଭଲ ରହିଛି । ଗତ ୬…

ଆମେ ତ ବୁଡି ସାରିଛୁ, ତୁମକୁ ବି ବୁଡାଇବୁ : ବାଂଲାଦେଶକୁ ଆଫଗାନିସ୍ତାନ କ୍ୟାପଟେନଙ୍କ ଚେତାବନୀ

ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ଏବଂ ବାଲାଂଦେଶ । ସାଉଥମ୍ପଟନସ୍ଥିତ ଦ ରୋଜ ବାଉଲ ଷ୍ଟାଡିୟମରେ ହେବ ଏହି ମୁକାବିଲା । ଟୁର୍ଣ୍ଣାମେଂଟରେ ପ୍ରଥମ ପାଂଚଟି ମ୍ୟାଚରେ ପରାଜୟ ପରେ ବିଶ୍ବକପର ପ୍ରବଳ ଦାବିଦାର ଭାରତ ବିରୋଧରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ଆଫଗାନିସ୍ତାନ । ସେହିପରି ନିଜର…

ଏମାନେ ହେଉଛନ୍ତି ଚଳିତ ବିଶ୍ବ କପର ୫ ଘାତକ ବୋଲର, ନାଁ ଶୁଣିବା ମାତ୍ରେ ଶୁଖିଯାଏ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କ ଗଳା

ଆଉ ମାତ୍ର କିଛି ଦିନ ରହିଲା ବିଶ୍ବକପ୍ । ୱେଷ୍ଟଇଣ୍ଡିଜ୍ ଏବଂ ଆଫଗାନିସ୍ତାନକୁ ଛାଡି ବାକି ସବୁଦେଶ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା କରିସାରିଲାଣି । ତେବେ ବିଶ୍ବବିଜେତା ହେବା ପାଇଁ କେବଳ ବ୍ୟାଟ୍ସମ୍ୟାନ ନୁହଁନ୍ତି ବୋଲରଙ୍କ ମଧ୍ୟ ସମାନ ଭୂମିକା ରହିଛି । ତେଣୁ ସମସ୍ତ ଦଳ ନିଜ ଟିମରେ ସାମିଲ୍…