Browsing Tag

worldcup

ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନଙ୍କ ଛଅ ବର୍ଷା, ଗୋଟିଏ ଇନିଂସରେ ୧୭ଟି ଛକ୍କା ମାରି ବିଶ୍ୱ ରେକର୍ଡ

ବିଶ୍ୱକପ୍‌ରେ ଇଓନ ମୋର୍ଗାନଙ୍କ ଦ୍ୱାରା ଛକା ବର୍ଷା । ଦିନିକିଆ ମ୍ୟାଚର ଗୋଟିଏ ଇନିଂସରେ ୧୭ଟି ଛକ୍କା ମାରିଛନ୍ତି। ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଇଓନ ମୋର୍ଗାନ ୭୧ ବଲରେ ୧୪୮ ରନ କରଥିଲେ। କେବଳ ୧୭ଟି ଛକ୍କା ମାରି ୧୦୨ ରନ କରିଥିଲେ ମୋର୍ଗାନ। ଦିନିକିଆରେ ଛକ୍କା ମାରିବାରେ…

୨୭ ବର୍ଷ, ୬ ବିଶ୍ବକପ୍ . . କୌଣସି ଯୁଦ୍ଧରୁ କମ୍ ନୁହେଁ ଭାରତ- ପାକ୍ ମ୍ୟାଚ୍ : ଜାଣନ୍ତୁ କିଏ କାହା ଉପରେ ପଡିଲା ଭାରୀ

୧୬ ଜୁନରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ଶତ୍ରୁ ଭାରତ ପାକିସ୍ତାନ । ଯେତେବେଳେ ଏହି ଦୁଇ ଟିମ୍ ମୈଦାନକୁ ଆସନ୍ତି ସେତେବେଳେ ଚରମରେ ଥାଏ ରୋମାଞ୍ଚ । ବିଶ୍ବକପଠୁ ଦମଦାର ଥାଏ ଏହି ମ୍ୟାଚ୍ । ଏଯାଏଁ ବିଶ୍ବକପରେ ଏହି ଦୁଇ ଟିମର ୬ ଥର ଟକ୍କର ହୋଇସାରିଛି । କିନ୍ତୁ ସବୁଥର ବିଜୟ ମୁକୁଟ…

ବିଶ୍ବକପରେ ରହିବେ ୨୪ କମେଣ୍ଟେଟର, ଜାଣନ୍ତୁ ଭାରତରୁ କେତେ ଜଣ କରିବେ କମେଣ୍ଟ୍ରି

ବିଶ୍ବ କପ୍ କ୍ରିକେଟକୁ ଆଉ ମାତ୍ର ୧୩ ଦିନ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ମହାଯୁଦ୍ଧ ପାଇଁ କମେଣ୍ଟେଟର୍ସଙ୍କ ନାଁ ଘୋଷଣା କରିଛି ଆଇସିସି । ଏହାସହ ପ୍ରସ୍ତୁତ କରିଛି ବ୍ରଡକାଷ୍ଟ ରଣନୀତି । ୨୪ ଜଣ କମେଣ୍ଟେଟର୍ସଙ୍କ ନାଁ ଘୋଷଣା କରିଛି ଆଇସିସି । ଯେଉଁଥିରେ ଅଛନ୍ତି…

ବିଶ୍ବ କପରୁ ବାହାର ହେବା ପରେ ମିଳିଥିଲା ପାକ୍ କୋଚଙ୍କ ମୃତ ଦେହ, କଣ ହୋଇଥିଲା ସେହି ରାତିରେ ?

୧୮ ମାର୍ଚ୍ଚ ୨୦୦୭ । ଜମେକାର ପେଗାସୁସ୍ ହୋଟେଲ୍ ରୁମ୍ ନମ୍ବର ୩୭୪ରେ ମିଳିଥିଲା ଏକ ମୃତଦେହ । ଶରୀରରେ ନଥିଲା କୌଣସି ବସ୍ତ୍ର । ଓଲଟା ପଡିଥିଲା ଶବ ଆଉ ମୁହଁରୁ ବାହାରୁଥିଲା ରକ୍ତ । ଯାଂଚ ପରେ ଜଣା ପଡିଥିଲା ମୃତ ଦେହଟି ହେଉଛି ପାକିସ୍ତାନର ତତ୍କାଳୀନ କୋଚ୍ ବବ୍ ଉଲମରଙ୍କର । ୧୮ ମାର୍ଚ୍ଚ .…

ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଧୋନୀଙ୍କୁ ଲାଗିଲା ଆଘାତ

ଆଉ ମାତ୍ର କିଛି ଦିନର ଅପେକ୍ଷା । ୩୦ ମେ’ ରେ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । ତେଣୁ ସବୁ ଟିମ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ସେମାନଙ୍କ ଫିଟନେସ୍ । ବିଶ୍ବକପରେ ଖେଳୁଥିବା ସମସ୍ତ ଦେଶର ଅନେକ ଖେଳାଳି ଆଇପିଏଲରେ ବ୍ୟସ୍ତ । ହେଲେ ଅନେକ ଖେଳାଳି ବିଶ୍ବ କପକୁ ଆଖି ଆଗରେ ରଖି ସ୍ବଦେଶ…

ଆଜିଠୁ ଫିଫା ବିଶ୍ବ କପ୍ : ପ୍ରଥମ ମ୍ୟାଚରେ ରୁଷିଆ-ସାଉଦି ଆରବ ମୁକାବିଲା

ନୂଆଦିଲ୍ଲୀ : ଆଉ କେଇ ଘଣ୍ଟାର ଅେପକ୍ଷା । ରୁଷରୁ ସାରା ବିଶ୍ୱ ଦେଖିବ ଫୁଲବଲ୍‌ ମହାକୁମ୍ଭ । ଆଜିଠୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଫିଫା ଓ୍ଵାଲ୍ଡର୍କପ୍‌ । ରୁଷିଆରେ ପ୍ରଥମଥର ଆୟୋଜିତ ହେଉଥିବା ବିଶ୍ୱର ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟକୁ ନେଇ ଚାରିଆଡେ ଫୁଟବଲ୍‌ ଫିଭ୍‌ର । ଶକ୍ତି ପ୍ରଦଶର୍ନ…