ନଦୀ ନୁହେଁ ନିଆଁର ହ୍ରଦ ! ଯେଉଁଠି ପାଣିରେ ପାଦ ରଖିଲେ ଚାଲିଯାଏ ଜୀବନ
ଆପଣ ହୁଏତ ଉପର ଧାଡିଟି ପଢି ନିଶ୍ଚିତ ଦ୍ୱନ୍ଦ୍ୱରେ ପଡିଯାଉଥିବେ। ନଦୀର ପାଣି କିମ୍ବା ଝରଣା ପାଣି ଶୀତଳ ବୋଲି ଆମେ ଜାଣିଥାଉ। କିନ୍ତୁ ଏହା କେମିତି ନଦୀ ଯେ, ଯାହାର ପାଣି ସବୁବେଳେ ଫୁଟୁଥାଏ। ଆପଣ ହୁଏତ ଏମିତି ନଦୀ ବିଷୟରେ ଶୁଣିଥିବେ, ଯାହାର ପାଣି ଗରମ ହୋଇଥାଏ। ଭାରତରେ ଏମିତି କେତେକ ନଦୀ…